June 29, 2024

ପଦ୍ମପୁର ଗୋରୁବଜାର ଠାରେ ଓବିସି ବୈଠକ

Share

 

 

ପଦ୍ମପୁର ଗୋରୁବଜାର ଠାରେ ଖଗେଶ୍ବର ବାରିକ ଙ୍କ ସଭାପତିତ୍ଵ

ରେ ଓବିସି ସଂଗଠନର ଏକ ସଚେତନା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଓ ବି ସି ମଞ୍ଚର ରାଜ୍ୟ ସମ୍ପାଦକ ଶ୍ରୀ ପରବେଶି ବିଶ୍ଵାଳ ଏବଂ ବଲାଙ୍ଗିର ଜିଲ୍ଲା ଆଭାହକ ଶ୍ରୀ ସରୋଜ କୁମାର ଯୋଗଦାନ ପୂର୍ବକ ଉଦ୍ଦେଶ୍ୟ ଓ ପରବର୍ତ୍ତୀ ପଦଯୋଗ ବିଷୟ ରେ ମତାମତ ରଖି ଥିଲେ। ଏହି ମଞ୍ଚ ର ସ୍ଥର କୁ ସାଣିତ ରଖିବା ପାଇଁ ବିଭିନ୍ନ ବକ୍ତା ମାନେ ମତବ୍ୟକ୍ତ ରଖି ଥିଲେ । ଉକ୍ତ ବୈଠକ ରେ ପଦ୍ମପୁର ପର୍ଶୁରାମ ଭୋଇ , ଇବବାନ ପ୍ରଧାନ,ଉପେନ୍ଦ୍ର ସାହୁ ,ରାଜେଶ ସାହୁ ,ପ୍ରଦୀପ ପ୍ରଧାନ ,ବିକ୍ରମ ସରାଫ ,ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସ୍ଵାଧିନ ମତ ପୋଷଣ କରିଥିଲେ।

 

ପଦ୍ମପୁର ରୁ ବିକ୍ରମ ସରାଫ