March 12, 2026

ଉମରକୋଟ ବ୍ଲକ ଅଧିନ ଭଣ୍ଡାରିଗୁଡ଼ା ଗ୍ରାମପଞ୍ଚାୟତସ୍ତ ପୂଜାରିଗୁଡ଼ା ଗ୍ରାମରେ ନୂଆଖାଇ ଅନୁଷ୍ଟିତ………….

IMG-20250829-WA0011
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଏହି ଅବସରରେ ପୂଜକ ଗୌତମ ପୂଜାରୀ ,ଗ୍ରାମର ମୁଖ୍ୟ କାର୍ତ୍ତିକ ପାତ୍ର ଅକ୍ଷୟ ପାତ୍ର,ପପୁ ଶିରା ସମେତ ଗ୍ରାମର ମୁଖ୍ୟ ବ୍ୟକ୍ତିଙ୍କ ସହିତ ସମସ୍ତ ମହିଳା ଓ ପିଲାମାନେ ଯୋଗଦେଇଥିଲେ। ମହା ଆଡ଼ମ୍ବରରେ ଏହି ନୂଆ ଖାଇ ଉତ୍ସବ ପାଳନ କରା ଯାଇଛି ଆଜି ଜୁହାର ଭେଟ ଅଛି ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଭୋଜିଭାତ ର ଆୟୋଜନ କରାଯାଇଛି