ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ ତାଲୁକ ଆଇନ ସେବା ପ୍ର।ଧିକରଣ ର ସଚେତନ ଶିବିର ଅନୁଷ୍ଠିତ…… ଉମରକୋଟ: – (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ତାଲୁକ ଆଇନ ସେବା କମିଟି ର ଏକ ସଚେତନ ଶିବିର ଆଜି ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଇଥିଲା। ଏହି ଶିବିର ଆୟୋଜନ ମୁଖ୍ୟ ଉଦ୍ଧେଶ୍ୟ ହେଲା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୋସ୍କ ଆଇନ ଉପରେ ସଚେତନ କରାଇବା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜାଜ ମିସ ସୁନୀତା ପଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଥମ ଶ୍ରେଣୀ ବିଚାରପତି ମିସ ଇଫିସିତା ଭୋଇ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅନିଲ ମିଶ୍ର, ତାଲୁକ୍ ଲିଗାଲ ସେଲର ସଦସ୍ୟ କାଜାମ ମାଦାନି ଓ ସଭ୍ୟ ତଥା ଆଇନଜୀବି ଅଶୋକ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ଶିବିର ରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
ଉମରକୋଟ: – (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ତାଲୁକ ଆଇନ ସେବା କମିଟି ର ଏକ ସଚେତନ ଶିବିର ଆଜି ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଇଥିଲା। ଏହି ଶିବିର ଆୟୋଜନ ମୁଖ୍ୟ ଉଦ୍ଧେଶ୍ୟ ହେଲା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୋସ୍କ ଆଇନ ଉପରେ ସଚେତନ କରାଇବା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜାଜ ମିସ ସୁନୀତା ପଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଥମ ଶ୍ରେଣୀ ବିଚାରପତି ମିସ ଇଫିସିତା ଭୋଇ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅନିଲ ମିଶ୍ର, ତାଲୁକ୍ ଲିଗାଲ ସେଲର ସଦସ୍ୟ କାଜାମ ମାଦାନି ଓ ସଭ୍ୟ ତଥା ଆଇନଜୀବି ଅଶୋକ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ଶିବିର ରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
