June 18, 2026

ବରଗଡ଼ ଗୁୁରୁଦ୍ବାର ଛକ ଠାରେ ସ୍କୁଟି ଉପରେ ମାଡିଗଲା ହାଇଓ୍ବା ,ସ୍ବାମୀ ସ୍ତୀ ମୃତ 

IMG-20250928-WA0025
Share

 

ବରଗଡ ସହର ଗୁରୁଦ୍ୱାର ଛକରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତ ସ୍ବାମୀ ସ୍ତୀ ଅମ୍ବାଭୋନା ବ୍ଲକ ଅଂଚଲର ବୋଲି ଜଣାପଡିଛି | ଏକ ସ୍କୁଟିରେ ଯାଉଥିବା ସମୟରେ ଅନ୍ୟ ଏକ ହାଇଓ୍ବା ଗାଡି ତାଙ୍କ ଉପରେ ମାଡ଼ି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।(ସୁରେନ୍ଦ୍ର କଠାର,ବରଗଡ)

You may have missed