July 5, 2024
Share

୧-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା, ଗତ ୨୪ ଘଣ୍ଟାରେ ୮ଟି ସ୍ଥାନରେ ହୋଇଛି ପ୍ରବଳ ବର୍ଷା।

୨-ରାଜ୍ୟରେ ପ୍ରାଥମିକ ଶିକ୍ଷାର ଶୋଚନୀୟ ଅବସ୍ଥା । ଖାଲିପଡ଼ିଛି ପ୍ରାୟ ୫୦ ହଜାର ଶିକ୍ଷକ ପଦବୀ । ନିଯୁକ୍ତି ପାଇଁ ଦାବି ଦୋହରାଇଲା ଶିକ୍ଷକ ସଂଘ।

୩-କଣ୍ଟାବାଞ୍ଜି:ରେଲୱେ ଅଧିକାରୀଙ୍କୁ ଲକ୍ଷ୍ମଣ ବାଗ୍‌ଙ୍କ କଡ଼ା ତାଗିଦ୍; କହିଲେ, ପ୍ରଥମେ ଥଇଥାନ, ତା’ପରେ ଉଚ୍ଛେଦ।

୪-ଭଦ୍ରକ ଚାନ୍ଦବାଲି ଥାନା ସମ୍ମୁଖରେ ଦଳିତ ମହିଳାଙ୍କୁ ପୁଲିସ୍ ଘୋଷାଡି ନେବା ଘଟଣା,ଜଣେ ଏଏସଆଇ, ଜଣେ କନେଷ୍ଟବଳ ଓ ଜଣେ ହୋମଗାର୍ଡଙ୍କୁ ବଦଳି।

୫-ଘରୋଇକରଣ ହେବ ଦେଶର ୧୧ଟି ବିମାନ ବନ୍ଦର; ତାଲିକାରେ ରହିଛି ଭୁବନେଶ୍ୱର ଏୟାରପୋର୍ଟ।

୬-ଦିଲ୍ଲୀରେ ଓଡ଼ିଶା ବିକାଶର ବ୍ଲୁପ୍ରିଣ୍ଟ୍ । ୩ ଦିନିଆ ଦିଲ୍ଳୀ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୋହନ ମାଝୀ

୭-ଅଣ୍ଟା ଭିଡିଲେଣି ଛାତ୍ର ନେତା,ପୁଣି କ୍ଯାମ୍ପସ୍ ଦେଖିବ ଛାତ୍ର ସଂସଦ ନିର୍ବାଚନ।

୮-ହୋଟେଲରେ ରହୁଥିବା ଲୋକଙ୍କ ଡାଟା ଦିଅ, ନହେଲେ ହେବ ଆକ୍ସନ- ଭୁବନେଶ୍ୱର ଡିସିପି।

୯-ସାଲେପୁର ଶିଶୁଆ ବଜାର:ଧକ୍କା ଦେଲା ମୋ ବସ୍, ନବମ ଶ୍ରେଣୀ ଛାତ୍ର ଗୁରୁତର।

୧୦-ଭୁବନେଶ୍ୱର:IPS ଆଶିଷଙ୍କ ସଂପର୍କରେ ସୂଚନା ନାହି, ପୁଲିସ ମହାନିର୍ଦ୍ଦେଶକଙ୍କ ଠାରୁ ତଥ୍ୟ ମାଗିଲା ଗୃହ ବିଭାଗ।

୧୧-ଅନୁଗୋଳ:ଘରୋଇ ଚକ୍ଷୁ ଚିକିତ୍ସାଳୟର ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ କ୍ଲିନିକକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

୧୨-ଆଳି:୧୦ ପଞ୍ଚାୟତବାସୀଙ୍କୁ ଡରାଇଲାଣି ମୈ।ସୁମୀ ବର୍ଷା,୫୦ ବର୍ଷ ହେଲା ବନ୍ୟା ସୁରକ୍ଷା ବନ୍ଧ ଅଧା।

୧୩-ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ୱୋଧନ । ପେପର ଲିକ ପ୍ରସଙ୍ଗ ଉଠାଇ କହିଲେ, ଘଟଣାରେ ହେବ ନିରପେକ୍ଷ ଯାଞ୍ଚ ।

୧୪-୩ ଦିନିଆ ସିବିଆଇ ରିମାଣ୍ଡରେ କେଜରିୱାଲ, ଅବକାରୀ ନୀତି ଦୁର୍ନୀତି ମାମଲାରେ ରାଉଜ୍ ଏଭେନ୍ୟୁ କୋର୍ଟଙ୍କ ନିଷ୍ପତ୍ତି।

୧୫-ନୂଆ ଦିଲ୍ଲୀ: ରିଲାଏନ୍ସ ଜିଓ ଶୁଳ୍କ ବଢ଼ିଲା ୨୨%,ଜୁଲାଇ ୩ରୁ ଲାଗୁ।

୧୬-ରାଞ୍ଚି:ହେମନ୍ତ ସୋରେନଙ୍କ ବିଚାର ବିଭାଗୀୟ ହାଜତ ୧୪ ଦିନ ବୃଦ୍ଧି।

୧୭-ଦିଲ୍ଲୀ ସମେତ ଦେଶର ୬୧ ରେଳ ଷ୍ଟେସନରେ ଖୋଲିବ ଜନୌଷଧି କେନ୍ଦ୍ର।

୧୮-ଦିଲ୍ଲୀ ଏମ୍ସ୍‌ରୁ ଡିସଚାର୍ଜ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ।

୧୯-ନିଟ୍-ୟୁଜି ପରୀକ୍ଷା ଅନିୟମିତତା – ୨ ଜଣଙ୍କୁ ଗିରଫ କଲା ସିବିଆଇ।

୨୦-ଗୁଏନା:ଇଂଲଣ୍ଡଠୁ ୨୦୨୨ର ପ୍ରତିଶୋଧ ନେଲା ଭାରତ,୨୯ରେ ଫାଇନାଲରେ ଦ. ଆଫ୍ରିକା ସହ ହେବ ଟକ୍କର।