March 12, 2026

ବଣ୍ଡାଗୁଡାରେ ବନ୍ଧନ ବ୍ୟାଙ୍କର ଶୁଭାରମ୍ଭ

IMG-20230628-WA0023
Share

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ତେର ନମ୍ବର ୱାର୍ଡର ବଣ୍ଡାଗୁଡା ଠାରେ ବନ୍ଧନ ବ୍ୟାଙ୍କ ର ଶୁଭାରମ୍ଭ ହୋଇଯାଇଛି ଏହି ଅବସରରେ ୱାର୍ଡର ଯୁବ କାଉନସିଲର ଶ୍ରୀ ଟିକୁ ବିଶୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବ୍ୟାଙ୍କକୁ ଅନୁଷ୍ଠାନିକ ଭାବରେ ପ୍ରଦ୍ବୀପ ଉଜ୍ୱଳନ କରି ଉଦଘାଟନ କରିଥିଲେ. ସୋମ୍ମାନୀୟ ଅତିଥି ଭାବରେ ଦଶ ନମ୍ବର ୱାର୍ଡର କାଉନସିଲର ମହମ୍ମଦ ୟୁସିଫ ଯୋଗ ଦେଇ ବର୍ତ୍ତମାନ କୋଟପାଡ଼ରେ ଏକାଧିକ ବ୍ୟାଙ୍କ ମାନ ଖୋଲା ହୋଇ ସାରିଛି. ଗ୍ରାହକ ସେବା ଯୋଗାଇବା ପାଇଁ ତେଣୁ ବନ୍ଧନ ବ୍ୟାଙ୍କ ଗ୍ରହକଙ୍କୁ ଉତ୍ତମ ସେବା ଯୋଗେବା ସହ ଭଲ ବ୍ୟବହାର ଦେଖାଇ ବହୁ ଉନ୍ନତି କରୁ ବୋଲି ନିଜ ବ୍ୟକ୍ତବ୍ୟ ରେ ପ୍ରକାଶ କରିଥିଲେ. ଶାଖା ପରିଚାଳକ ଙ୍କ ସମେତ ଶ୍ରୀମତୀ କିଟି ଗିରି, ଏମ ଡି ସଲମାନ. ମୋହନ ସେଠି. ବିକାଶ ପଟ୍ଟନାୟକ ଙ୍କ ସମେତ ୱାର୍ଡବାସୀ ମାନେ ଉପସ୍ଥିତ ଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଓଡିଶା

You may have missed