March 10, 2026

ମୋହନା ଥାନା ଅଧିକାରୀ କାର ସହ ଦୁଇଶହ କେଜି ଗଞ୍ଜେଇ ଜବତ କରିବା ସହ ମାଲିକ ଗିରଫ ଡ୍ରାଇଭର ଫେରାର

IMG-20230528-WA0016
Share

ମୋହନା ଥାନା ଅଧିକାରୀ କାର ସହ ଦୁଇଶହ କେଜି ଗଞ୍ଜେଇ ଜବତ କରିବା ସହ ମାଲିକ ଗିରଫ ଡ୍ରାଇଭର ଫେରାର

——ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଆଜି ମୋହନା ଅଂଚଳରେ ଧରପଗଡ଼ କରିବା ସମୟରେ ଏକ ଆମ୍ବାସେଡ଼ର କାର ରେ ଦୁଇଶହ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖି ଗାଡିକୁ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ରେ ଲିପ୍ତ ଥିବା ମାଲିକ ଉତ୍ତର ପ୍ରଦେଶ ର ନଗେନ୍ଦ୍ର ଦୁବେ ଙ୍କୁ ଗିରଫ କରିବା ସହ ଡ୍ରାଇଭର ଫେରାର ହୋଇଛି ଘଟଣା ସ୍ଥଳରୁ।ଏହି ଗଞ୍ଜେଇ ମୋହନା ଅଞ୍ଚଳରୁ ଉତ୍ତର ପ୍ରଦେଶ ର ମିର୍ଜାପୁର ଅଭିମୁଖେ ଯାଉଥିଲା।କାର ସହ ୩୩୦୦ଟଙ୍କା, ଏଟିଏମ, ମୋବାଇଲ ସହ କିଛି ଦରକାରୀ ନଥିପତ୍ର ପୋଲିସ ଜବତ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିବା ଜଣାପଡ଼ିଛି।