November 23, 2024
Share

 

୧-ଜଳୁଛି ଓଡ଼ିଶା: ୩୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ, ଅନୁଗୁଳ ସବୁଠୁ ଉତ୍ତପ୍ତ।

୨-ଆଜି କେନ୍ଦ୍ରୀୟ ନେତାଙ୍କ ପ୍ରଚାରରେ କମ୍ପିବ ଓଡ଼ିଶା । ଆସୁଛନ୍ତି ରାହୁଲ ଗାନ୍ଧୀ ଓ ଜେପି ନଡ୍ଡା।

୩-ଆଉ ୩ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି:ଭୋଗରାଇ- ଗୌତମବୁଦ୍ଧ ଦାସ,ଖୋର୍ଦ୍ଧା-ରାଜେନ୍ଦ୍ର ସାହୁ ଓ ବେଗୁନିଆ-ପ୍ରଦୀପ ସାହୁ।

୪-ବିଜେପିର ୮ ବିଧାନସଭା ପ୍ରାର୍ଥୀ ଘୋଷଣା: ସାଲେପୁରରୁ ଅରିନ୍ଦମ ରାୟ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦେବଙ୍କୁ ଟିକଟ।

୫-ସିଭିଲ ସର୍ଭିସ ପରୀକ୍ଷାରେ ଚମକାଇଲା ରାଉରକେଲା NIT,ଏକାସଙ୍ଗେ ପାଂଚ ପାଂଚ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି।

୬-ଟିକେଟ କଟିବା ପରେ ଶକ୍ତି ଦେଖାଉଛନ୍ତି ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ । ବିଜେଡିର ଶୀର୍ଷ ନେତୃତ୍ୱ ଉପରେ ପକାଉଛନ୍ତି ଚାପ।

୭-ଟ୍ରାଫିକ ଅଣାୟତ,ପଳାଶୁଣିରୁ ହଂସପାଳ ୨ ଘଣ୍ଟା ଜାମ୍, ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍ ନାକେଦମ୍।

୮-କଳାହାଣ୍ଡି ଲୋକସଭା କ୍ଷେତ୍ରରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । କହିଲେ, ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବ ନବୀନ ଇଂଜିନ୍।

୯-ମହାକାଳପଡ଼ା:ଲୁଣା ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ୨ ଛାତ୍ରୀ;ଜଣେ ଉଦ୍ଧାର,ଜଣେ ନିଖୋଜ।

୧୦-ଡେରାବିଶ, ଜହ୍ନିମୂଳ ଗାଁ: ବଜ୍ରାଘାତରେ ମା’ ପୁଅଙ୍କ ମୃତ୍ୟୁ,ବିଲକୁ ଯାଇଥିଲେ କାମ ପାଇଁ।

୧୧-BJD ପାଇଁ ଖୁଲମଖୁଲ୍ଲା ପ୍ରଚାର କଲେ ସୁର ରାଉତରାୟ: କହିଲେ, ‘ଆଜିଠୁ ଏକ୍‌ ହେଇଗଲୁ’।

୧୨-କଟକ ପାଇଁ ମୋକିମଙ୍କ ଝିଅଙ୍କ ନାଁ ସୁପାରିସ୍ କଲା ପ୍ରଦେଶ କଂଗ୍ରେସ।

୧୩-ପାରାଦୀପ ଫସଫେଟ୍ ଲିମିଟେଡ୍ ‘ସର୍ବଶ୍ରେଷ୍ଠ ବାର୍ଷିକ ରିପୋର୍ଟ’ ପୁରସ୍କାରରେ ସମ୍ମାନିତ।

୧୪-ବ୍ରହ୍ମପୁର ହଳଦିଆପଦର ବସଷ୍ଟାଣ୍ଡରୁ ୩ ଡକାୟତ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ।

୧୫-ଚିନ୍ତାରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ନିବେଶକ । ୨ ଦିନରେ ବୁଡିଗଲା ୪୭ ହଜାର କୋଟି ଟଙ୍କା।

୧୬-IPL:ରାହୁଲଙ୍କ ଉପରେ ଭାରି ପଡ଼ିଲେ ସଞ୍ଜୁ, ଲକ୍ଷ୍ନୌକୁ ହରାଇ ପ୍ଲେ ଅଫ୍‌ରେ ରାଜସ୍ଥାନ !

*୧୭-କେଉଁଠାରେ ପାଉଁଶ, କେଉଁଠାରେ ନିଆଁ; ଉତ୍ତରାଖଣ୍ତ ଜଳୁଛି, ଜଙ୍ଗଲ ନିଆଁରେ ଜଳୁଛି।”

*୧୮-ତୀରନ୍ଦାଜୀ ବିଶ୍ୱକପ ମହିଳା ଫାଇନାଲରେ ଭାରତକୁ ସ୍ୱର୍ଣ୍ଣ ପଦକ।”

୧୯-ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ ଭାରତ – ଅମିତ ଶାହା।

୨୦-ପୁଣେ:ଅଫିସ୍ ଛାଡ଼ିଲେ, ଶେଷ ଦିନରେ ବାଜା ବଜାଇ ବିଦାୟ ନେଲେ ଜଣେ ସେଲ୍ସ ଆସୋସିଏଟ୍।

୨୧-ଜାପାନର ବୋନିନ୍ ଦ୍ୱୀପରେ ୬.୯ ତୀବ୍ରତାର ଭୂମିକମ୍ପ।

୨୨-ଇରାକର ଟିକଟକ୍ ଷ୍ଟାର ଓମ୍ ଫହାଦଙ୍କୁ ଗୁଳି କରି ହତ୍ୟା, ଡେଲିଭରୀ ବଏ ରୂପରେ ଆସିଥିଲା ହତ୍ୟାକାରୀ।