October 5, 2024
Share

 

 

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦନ କରାଯିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଶୁକ୍ରବାର ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।

 

ବିଧାନସଭାରେ ରଥଯାତ୍ରା ମହାବିଭ୍ରାଟକୁ ନେଇ ଝଡ଼, ସରକାରଙ୍କୁ ଘେରିଲେ ବିରୋଧୀ ।

 

ଷ୍ଟକ୍ ମାର୍କେଟ୍ ରେଗୁଲେଟର ସିକ୍ୟୁରିଟି ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବିଜୟ ମାଲ୍ୟା ଭାରତୀୟ ସିକ୍ୟୁରିଟି ମାର୍କେଟ୍‌ରେ ଟ୍ରେଡିଂ କିମ୍ବା ପଞ୍ଜିକୃତ କୌଣସି କମ୍ପାନୀ ସହ କାରବାର ନ କରିବାକୁ ୩ ବର୍ଷ ପାଇଁ ବ୍ୟାନ ଲଗାଇଛି।

 

ହିନାଙ୍କ ପରେ ବ୍ରାଜିଲର ଗାୟିକା Camila କର୍କଟ ରୋଗରେ ପୀଡିତ, ଅଛନ୍ତି ୭ ମାସର ଗର୍ଭବତୀ ।

 

୨୫ତମ କାର୍ଗିଲ ବିଜୟ ଦିବସ ଅବସର‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୯୯ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

ୟୁପି ପୋଲିସ ଓ PACରେ ଅଗ୍ନିବୀରଙ୍କୁ ମିଳିବ ନିଯୁକ୍ତି, ଯୋଗୀ ସରକାରଙ୍କ ବଡ଼ ଘୋଷଣା

 

କିଛି ଦିନର କଳ୍ପନା ଜଳ୍ପନା ପରେ ଶେଷରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିସେଲ୍‌ ଓବାମା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଛନ୍ତି।

 

କୁବେର ଯନ୍ତ୍ରୀ ସୁନୀଲ ରାଉତ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନୀଲକୁ ଗିରଫ କରିଛି ଭିଜିଲାନ୍ସ । ଲୋୟର ସୁକତେଲ ପ୍ରକଲ୍ପର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସୁନୀଲ ।

 

ଦୁଇ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ, ଚାହିଦା ଅନୁସାରେ ୭ଦିନର ଆଳୁ ମହଜୁଦ ଅଛି : ଖାଦ୍ୟଯୋଗାଣ ମନ୍ତ୍ରୀ ।

 

ବାଂଲାଦେଶ ଶରଣାର୍ଥୀ ମାମଲାରେ MEAକୁ ମମତାଙ୍କ ଜବାବ: ମୋତେ ଶିଖାଅନି ନିଜେ ଶିଖ ।

 

ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଅଗ୍ନିବୀରମାନଙ୍କ ପାଇଁ ରାଜ୍ୟରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି। ଏହା ସହ ସେମାନଙ୍କ ପାଇଁ ବୟସ ସୀମା ମଧ୍ୟ ୫ ବର୍ଷ କୋହଳ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

 

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ନୀତି ଆୟୋଗ ବୈଠକ: ବିକଶିତ ଭାରତ ଉପରେ ଚର୍ଚ୍ଚା, ଯୋଗ ଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ

 

କାଉଡି ଯାତ୍ରା ନେମପ୍ଲେଟ୍ ବିବାଦ: UP ସରକାର ନିରାଶ, ଜାରି ରହିଲା ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରୋକ ।

 

ମମତାଙ୍କୁ ଚିଠି ଲେଖିଲେ ନବୀନ । ଓଡ଼ିଶାକୁ ଆଳୁ ପଠାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

 

ଅଗଷ୍ଟ ଶେଷ ସୁଦ୍ଧା ବିଜେପି ବାଛିବ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତା ମାସରେ ନଡ୍ଡାଙ୍କର ସରୁଛି କାର୍ଯ୍ୟକାଳ, ରେସରେ ସବୁଠୁ ଆଗରେ ସ୍ମୃତି ଇରାନୀ ।

 

ବାଂଲାଦେଶକୁ ୧୦ ୱିକେଟରେ ହରାଇ କମାଲ କଲା ଭାରତୀୟ ମହିଳା କ୍ରିକେଟ ଟିମ୍ । ନବମଥର ପାଇଁ ଫାଇନାଲରେ ପହଂଚିଲା ଦଳ ।

 

ଅମିତ ଶାହଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ମାମଲା: ସୁଲତାନପୁର କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧି।

 

ସୁପ୍ରଭାତ ,ଶୁଭ ସକାଳ ।