May 10, 2026

ଜମ୍ମୁ କାଶ୍ମୀର ପେହେଲଗାମ ଆତଙ୍କବାଦୀ ଘଟଣା  କୁଲତା ମସାଜ ସମ୍ବଲପୁର ପକ୍ଷରୁ ଦୀପଦାନ 

IMG-20250427-WA0060
Share

ସମ୍ବଲପୁର,୨୭/୪

ଜମ୍ମୁ କାଶ୍ମୀର ପେହେଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ନିହତ ହୋଇଥିବା ୨୬ ଜଣ ନିରୀହ ଭାରତୀୟଙ୍କ ଆତ୍ମା ର ସଦଗତି କାମନା କରି ରବିବାର ସନ୍ଧ୍ୟାରେ ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀ ପୀଠରେ ପ୍ରାର୍ଥନା ଏବଂ ଦୀପ ଦାନ ଅନୁଷ୍ଠିତ ହୋଇଯାଇଛି । କୁଲତାସମାଜ ସମ୍ବଲପୁରର ସଭାପତି କୃପାସିନ୍ଧୁ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାଯ୍ୟଁକ୍ରମରେ ଦୀପଦାନ କରି ଶ୍ରଦ୍ଧାଞ୍ଜଲି ଅର୍ପଣ କରାଯାଇଥିଲା । ଏହି କାଯର୍‌ୟକ୍ରମରେ କୁଲତା ସମାଜର ଉପସଭାପତି ଦେବୋତ୍ତମ ପ୍ରଧାନ,ଦେବଦତ୍ତ ସାହୁ,ଅଭିରାମ ଖମାରୀ,ଭକ୍ତବନ୍ଧୁ ପ୍ରଧାନ,ମୁରଲୀ ପ୍ରଧାନ,ଆନନ୍ଦ ପ୍ରଧାନ,ଅକ୍ଷୟ ପ୍ରଧାନ,ଯଦୁମଣି ପ୍ରଧାନ, ଦେବାର୍ଚନ ଭୋଇ,ପ୍ରଦିପ ସାହୁ,କ୍ଷୀରୋଦ ପ୍ରଧାନ,ଜଟାଭୁଷଣ ସାହୁ,ଛେଲିଆ ପ୍ରଧାନ,ର୍ନିମଳ ପ୍ରଧାନ,ମଧୁସୂଦନ ପ୍ରଧାନ

ବାସୁଦେବ ଭୋଇ, ଏବଂ ସାଧାରଣ ସମ୍ପାଦକ ରଞ୍ଜନ ପାତ୍ରଙ୍କ ସମେତ ବହୁ ସଦସ୍ୟ ଥିଲେ ।