November 17, 2024

ଅନୁସାରେ ଶ୍ରମନିତି ସଂଶୋଧନ ପାଇଁ ଦାବୀପତ୍ର ପ୍ରଦାନ

Share

ଅନୁସାରେ ଶ୍ରମନିତି ସଂଶୋଧନ ପାଇଁ ଦାବୀପତ୍ର ପ୍ରଦାନ

 

ଶ୍ରମନିତି ସଂଶୋଧନ ପାଇଁ ଦାବୀପତ୍ର ପ୍ରଦାନ । ଭାରତୀୟ ମଜଦୁର ସଂଘ ସୁବର୍ଣ୍ଣପୁର ପକ୍ଷରୁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବୀପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ଶ୍ରମନିତିକୁ ସଂଶୋଧନ ପୁର୍ବକ ଶ୍ରମିକଙ୍କ ଠିକାପ୍ରଥା ଉଚ୍ଛେଦ,ସମସ୍ତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ,ସର୍ବନିମ୍ନ ଜୁରୀ ବଦଳରେ ଜୀବନ ଜୀବିକା ପାଇଁ ଆବଶ୍ୟକ ମଜୁରୀ ପ୍ରଦାନ ଭଳି ପ୍ରମୁଖ ଦାବୀ ସମ୍ମଳିତ ଦାବୀପତ୍ର ପ୍ରାନ କରାଯାଇଛି । ଆଜି ସାରା ଦେଶରେ ମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଏହିଭଳି ଦାବୀପତ୍ର ପ୍ରଦାନ କରାଯାଉଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ପକ୍ଷରୁ ମଧ୍ୟ ସଂଘର କମକର୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବାସହ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଗକୁ ଏହି ଦାବୀଗୁିକ ପୁରଣ ନହେଲେ ଯୋରଦାର ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି l