ଆଜର ଖବର
*╭───────────────────╮*
*🌄ସକାଳର ଖବର, ୨୭-ମାର୍ଚ୍ଚ-୨୦୨୩, ସୋମବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଚୈତ୍ରମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚୈତ୍ର ଗୁଣ୍ଡିଚା ପର୍ବ l ସୂର୍ଯ୍ୟଦେବ ଏକ ସ୍ବତନ୍ତ୍ର ରଥରେ ବସି ଭିତର ବେଢା କରିବେ ପରିକ୍ରମା l
➡️୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତରେ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶୁଭାରମ୍ଭ l
➡️୩-ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆସନ୍ତା ମାସରେ ନନ୍ଦନକାନନରେ ଚାଲିବ ରୋପୱେ l ଗୋଟିଏ ଘଣ୍ଟାରେ ୫ ଶହ ଯାତ୍ରୀ ନେବେ ମଜା l
➡️୪-ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆସନ୍ତା ୧୧ ଓ ୧୨ରେ ସବୁଠି ହେବ କୋଭିଡ ମକଡ୍ରିଲ କାର୍ଯ୍ୟକ୍ରମ l
➡️୫-ଏପ୍ରିଲ ୩ ପର୍ଯ୍ୟନ୍ତ ରହିବ କାଳବୈଶାଖୀ ପ୍ରଭାବ l ୧୯ ଜିଲାକୁ ହେଲା ସତର୍କତା l
➡️୬-ଏପ୍ରିଲ୍ ୧୪ ରୁ ୧୮ ବାରିପଦାରେ ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ପାଳିତ ହେବ ଏକବିଂଶ ତମ ବଳାଙ୍ଗୀ ମହୋତ୍ସବ l
➡️୭-ଭୁବନେଶ୍ବରରେ ଅଲ ଓଡିଶା ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ ମହମବତୀ ଜାଳି କଲେ ଶୋଭାଯାତ୍ରା।
➡️୮-ରାହୁଲଙ୍କ ସଦସ୍ୟତାକୁ ନେଇ ଆଜି କଳା ପୋଷାକ ପିନ୍ଧି ସଂସଦରେ ବିରୋଧ କରିବେ କଂଗ୍ରେସ ସାଂସଦ l
➡️୯-ବିଜେପିର ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ନେଲେ ମନମୋହନ ସାମଲ, ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ କରାଗଲା ସ୍ବାଗତ l
➡️୧୦-ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ଶବ ବଲାଙ୍ଗୀର ସହର ସୁଦପଡ଼ାସ୍ଥିତ ତାଙ୍କ ମାମୁଘରୁ ହେଲା ଉଦ୍ଧାର l
➡️୧୧-ଅତ୍ମହତ୍ୟା କଲେ ଭୋଜପୁରୀ ଅଭିନେତ୍ରୀ ଆକାଙ୍ଖା ଦୁବେ,ବାରାଣାସୀର ହୋଟେଲରୁ ମିଳିଲା ମୃତଦେହ l
➡️୧୨-ପୁଣି ରେପୋ ରେଟ୍ ବଢାଇପାରେ ଆରବିଆଇ, ଏପ୍ରିଲ ୬ରେ ମୁଦ୍ରା ନୀତି ବୈଠକରେ ହୋଇପାରେ ଘୋଷଣା l
➡️୧୩-ୱାନ ୱେବ ମିଶନ ଅଧୀନରେ ଏକା ଥରକେ ଇସ୍ରୋ ମହାକାଶକୁ ପଠାଇଲା ୩୬ଟି ଉପଗ୍ରହ l
➡️୧୪-ରାହୁଳଙ୍କ ସାଂସଦ ସଦସ୍ୟତା ରଦ୍ଦ ପ୍ରତିବାଦରେ ସାରା ଓଡ଼ିଶାରେ କଂଗ୍ରେସର ସତ୍ୟାଗ୍ରହ ଜାରୀ l
➡️୧୫-‘ଅବ୍ କି ବାର, କିଶାନ ସରକାର’: ମହାରାଷ୍ଟ୍ରରେ ବିଆରଏସ ପାର୍ଟିର ଶୁଭାରମ୍ଭ କଲେ ପାର୍ଟି ସୁପ୍ରିମୋ କେ.ଚନ୍ଦ୍ରଶେଖର ରାଓ l
➡️୧୬-ଉତ୍ତର ପ୍ରଦେଶ ଲଖିମପୁର ସ୍କୁଲ୍ରେ ପଶିଲା କରୋନା, ୩୯ ଜଣ ଛାତ୍ରୀ ହେଲେ କୋଭିଡ୍ ପଜିଟିଭ ଚିହ୍ନଟ l
➡️୧୭-ଅମୃତପାଲ ସିଂହକୁ ଶରଣ ଦେଇଥିବା ମହିଳା ହେଲେ ଗିରଫ, ପଳାତକକୁ ୬ ଘଣ୍ଟା ଲୁଚାଇ ରଖିଥିଲେ ବଲବୀର କୌର l
➡️୧୮-ରୁଷ୍ର ୟୁକ୍ରେନ୍ ଆକ୍ରମଣକୁ ୧୩ ମାସ ଚାଲିଥିବା ବେଳେ ଯୁଦ୍ଧ ପାଇଁ ଆହୁରି ୪ଲକ୍ଷ ସୈନ୍ୟ ନିଯୁକ୍ତି କଲା ଋଷ l
➡️୧୯-WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍ରେ ହରାଇ ଟ୍ରଫି ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ ଓମେନ୍ l
➡️୨୦-ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କଲା BCCI, ୨୬ ଖେଳାଳିଙ୍କୁ ମିଳିଲା ସ୍ଥାନ, A+ରେ ରହିଲେ ଚାରି ଜଣ ।
➡️୨୧-ଟି-୨୦ କ୍ରିକେଟରେ ବିଶ୍ବରେକର୍ଡ : ସବୁଠାରୁ ବଡ଼ ୨୫୮ ରନ୍ ଲକ୍ଷ୍ୟର ପିଛା କରି ଜିତିଲା ଦକ୍ଷିଣ ଆଫ୍ରିକା l
➡️୨୨-ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍ରେ ୪୮ କେଜି ବର୍ଗରେ ଭାରତୀୟ ବକ୍ସର ନୀତୁ ଘନ୍ଘାସଙ୍କୁ ମିଳିଲା ସ୍ବର୍ଣ୍ଣପଦକ l ସେହିପରି ୮୧ କେଜି ବର୍ଗରେ ସ୍ବିଟି ବୋରାଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଶ୍ରୀମନ୍ଦିରେ ଚୈତ୍ର ଗୁଣ୍ଡିଚା ll*
*🔅ଆଜି ବାସନ୍ତିକ ମହାସପ୍ତମୀ ll*
*🔅ଆଜି ବିଶ୍ୱ ମଞ୍ଚ କଳାକାର ଦିବସ ll*
*🔅ଆଜି ଜାତୀୟ ଶାସ୍ତ୍ରୀ ଦିବସ ll*
*🔅ଆଜି ଶ୍ରୀ ରାମନୁଜାଚାର୍ଯ୍ୟା ଜୟନ୍ତୀ ।।*
*🔅ଆଜି ପଣ୍ଡିତ କଂସିରାମ ସ୍ମୃତି ଦିବସ ।।*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*
*╭───────────────────╮*
*🌄ସକାଳର ଖବର, ୨୭-ମାର୍ଚ୍ଚ-୨୦୨୩, ସୋମବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଚୈତ୍ରମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚୈତ୍ର ଗୁଣ୍ଡିଚା ପର୍ବ l ସୂର୍ଯ୍ୟଦେବ ଏକ ସ୍ବତନ୍ତ୍ର ରଥରେ ବସି ଭିତର ବେଢା କରିବେ ପରିକ୍ରମା l
➡️୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶୁଭାରମ୍ଭ l