March 10, 2026

74 ତମ ସାଧାରଣତନ୍ତ୍ର ଦିବସ ପାଳନ

IMG-20230127-WA0000
Share

 

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଜୟଶ୍ରୀ କେମିକାଲ ଶ୍ରମିକ ସଙ୍ଘ ତରଫ ରୁ ସଙ୍ଘ ଅଫିସ ଠାରେ ସି. ପି. ଆଇ. ଗଞ୍ଜାମ ବ୍ଲକ ସହ ସମ୍ପାଦକ ବିଶ୍ୱନାଥ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ 74 ତମ ସାଧାରତନ୍ତ୍ର ଦିବସ ପାଳନ ହେଇଯାଇଛି l ୟୁନିଅନ ସଭାପତି ତଥା ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତକା ଉତ୍ତାଳନ କରିଥିଲେ l ଆଗାମୀ ଦିନରେ ଭାରତ ର ସର୍ଵଭୂମିତ୍ୟ ଅଖଣ୍ଡତା ଏକତା ରକ୍ଷ୍ୟା କରିବା ପାଇଁ ଶ୍ରମିକ ମାନଙ୍କୁ ଉଦବେକ୍ଷଣ ଦେଇଥିଲେ l

ୟୁନିଅନ ଉପସଭାପତି ପ୍ରତାପ ବିଶ୍ୱଳ, ସମ୍ପାଦକ ସିମାଞ୍ଚଳ ପଲାଇ ସହ ସମ୍ପାଦକ ଆଲେକ ସ୍ୱାଇଁ , ଠିକା ଶ୍ରମିକ ୟୁନିଅନ ସମ୍ପାଦକ ସୁନୀଲ କୁମାର ଜେନା . ମିଟୁ ବାରିକ , ରାମକୃଷ୍ଣ ରେଡ୍ଡୀ , ଦିଲ୍ଲୀପ ପାତ୍ର , ଉମାକାନ୍ତ ରାଓ , ଭାସ୍କର ଗୌଡ଼ , ପୂର୍ଣ୍ଣ ସାହୁ ଓ ଶ୍ରମିକ ମାନେ ଉପସ୍ଥିତ ଥିଲେ