June 22, 2026

ଉମରକୋଟ ର ଧର୍ମ ପରାୟଣା ମହିଳାଙ୍କ ପରଲୋକ………

IMG-20251226-WA0082
Share

 

 

ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ)ଉମରକୋଟ ସହରର ଗୁଲିପାଟଣା ନିବାସୀ ତଥା ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ଶ୍ରୀ ଦୁଷ୍ମନ୍ତ କୁମାର ପଟ୍ଟନାୟକ ଙ୍କ ମାଆ ମନୋରମା ପଟ୍ଟନାୟକଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି।ସେ ବହୁ ଦିନ ଧରି ଶଯ୍ୟାଶାୟୀ ଥିଲେ।ତାଙ୍କ ମର ଶରୀର ଭୋର ପୁରୀ ସ୍ଵର୍ଗଦ୍ଵାର ଠାରେ ଶବ ସତ୍କାର ସଙ୍ଗେ ଅନ୍ତେଷ୍ଟି କ୍ରିୟା ସମାପନ କରାଯାଇଥିଲା। ବଡ ପୁଅ ଦୁଷ୍ମନ୍ତ ମୁଖାଗ୍ନି ଦେଇଥିଲେ।ଅନ୍ତେଷ୍ଟି କାର୍ଯ୍ୟ ସମୟରେ ମଝିଆ ପୁଅ ଦିଲ୍ଲୀପ, ସାନପୁଅ ଲଣ୍ଡା,ଦୁଇ ଝିଅ କଳ୍ପନା, ରଚି,ଦୁଇ ଜ୍ୱାଇଁ,ସାନ ବୋହୁ ଓ ମଝୀଆ ବୋହୁ ସୁନିତା ଙ୍କ ସହ ଅନ୍ୟ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତିରେ ଅନ୍ତେଷ୍ଟି କ୍ରିୟା ସମାପନ ହୋଇଥିଲା।ମୃତ୍ୟୁ ଖବର ଶୁଣି ତାଙ୍କରି ବାସଭବନରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।