September 21, 2024
Share

 

୧-ପୁରୀ: ଭକ୍ତଙ୍କ ଭିଡ଼ ଅସମ୍ଭାଳ, ବ୍ୟାରିକେଡ଼ ଠେଲି ଧସେଇ ପଶିଲେ।

୨-୨୭ ବର୍ଷରେ ବିଜୁ ଜନତାଦଳ, ଆଜି ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳିବ ପ୍ରତିଷ୍ଠା ଦିବସ।

୩-ନୂଆବର୍ଷରେ ମାଲକାନଗିରିକୁ ଉଡ଼ିବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

୪-ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଂଟ: ପିକନିକ୍ ସିଜନ ଓ ନୂଆବର୍ଷ ପାଇଁ ସତର୍କ ପ୍ରଶାସନ।

୫-ପୁରୀ:ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ବଡ ପ୍ରସ୍ତୁତି: ନବକଳେବର ଭଳି ଆୟୋଜନ କରୁଛି ପ୍ରଶାସନ।

୬-ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ, ଜାନୁୟାରୀ ୧୫ରୁ ୨୫ ତାରିଖ ଯାଏ ଚାଲିବ ଧନୁଯାତ୍ରା।

୭-୨୭ରେ କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ, ଯୋଗ ଦେବେ ବଲିଉଡ ଅଭିନେତ୍ରୀ ପୁନମ୍‍ ଧୀଲନ୍‍ ଓ ଦୀପଶିଖା।

୮-ପବିତ୍ର ବଡ଼ ଦିନରେ ରାଇକିଆ ବାପିଷ୍ଟ ଚର୍ଚ୍ଚରେ ଯୋଗ ଦେଲେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ।

୯-ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ -ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।

୧୦-ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ତୁଲାଇବେ ସ୍ୱତନ୍ତ୍ର ବାଟାଲିୟନ, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ।

୧୧-ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ୮ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ।

୧୨-ଟାଙ୍ଗୀ:ଅସୁସ୍ଥ ହାତୀକୁ କରାଯିବ ଟ୍ରାଙ୍କୁଲାଇଜ, ନନ୍ଦନକାନନରୁ ପହଞ୍ଚିଲେ ୫ଜଣିଆ ଟିମ୍।

୧୩-ପୁରୀ:ବିଶ୍ୱର ସବୁଠୁ ବଡ ସାଣ୍ଟା କ୍ଲଜ ନିର୍ମାଣ କରି ବାଲୁକା କଳାରେ ବିଶ୍ୱ ରେକର୍ଡ ହାସଲ କଲେ ସୁଦର୍ଶନ ପଟ୍ଟନାୟକ।

୧୪-ରଘୁନାଥପୁର:ରଙ୍ଗ ରୁଟରେ ଗାଡି ଚାଳନା ହେଲା କାଳ,ଦୁଇ ବାଇକ ମୁଁହା ମୁହିଁ ଧକ୍କା, ୨ ମୃତ; ୨ ଗୁରୁତର।

୧୫-ଗୋପାଳପୁର:ଜ୍ବାଇଁର ଉନ୍ମତ୍ତ କାଣ୍ଡ; ସ୍ତ୍ରୀ ଓ ଶାଶୂଙ୍କୁ ଆକ୍ରମଣ କରି ଗିରଫ।

୧୬-ଡମଣା ଛକରେ ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ , ୨ ଆହତ।

୧୭-ଯୋଧପୁର:ପରିବେଶ ଅନୁକୂଳ ଷ୍ଟାର୍ଟଅପ୍: ଭାଙ୍ଗ ଗଛରୁ ତିଆରି ହେଉଛି ସୁନ୍ଦର ପୋଷାକ, ବଢୁଛି ଲୋକଙ୍କ ଆକର୍ଷଣ।

୧୮-ମଧ୍ୟପ୍ରଦେଶର ବୁରହାନପୁର:ଘୋଡ଼ା ଚଢି ବର ଘରେ ପହଞ୍ଚିଲା କନ୍ୟା; ଭିଡିଓ ହେଲା ଭାଇରାଲ୍‌।

୧୯-ନୂଆ ଦିଲ୍ଲୀ:ମନି ଲଣ୍ଡରିଂ ମାମଲାରେ ୩ ଭିଭୋ କର୍ମଚାରୀଙ୍କୁ ଗିରଫ କରିବା ଘଟଣା: ଅଭିଯୁକ୍ତଙ୍କୁ ସହଯୋଗ କରିବ ଚୀନ।

୨୦-ନୁଆ ଦିଲ୍ଲୀ: ତିନି ନୂଆ ଅପରାଧ ବିଲ୍ କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ।

. 🙏 ସୁପ୍ରଭାତ 🙏