August 7, 2026

ଚାରିମାସ ହେବ ନାବାଳିକା ନିଖୋଜ,ସତ୍ୟବାଦୀ ପୋଲିସ ହାତଖାଲି l

IMG-20250526-WA0012
Share

ପୁରୀଜିଲ୍ଲା ସତ୍ୟବାଦୀ ଥାନା ବଳପୁର ପଞ୍ଚାୟତ ପଥୁରିଆ ସାହିର ଶରତ ଚନ୍ଦ୍ର ଦାସଙ୍କ ନାତୁଣୀ ଦୀର୍ଘ ଚାରିମାସ ନିଖୋଜ ଅଛିକି ଅପହରଣ ହୋଇଛି ଏପର୍ଯ୍ୟନ୍ତ ବି ସନ୍ଦେହ ଘେରରେ ଥିବାବେଳେ ସତ୍ୟବାଦୀ ପୋଲିସ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନଥିବା ପରିବାର ପକ୍ଷରୁ କୁହାଯାଉଥିବା ବେଳେ ଆଜି ନେସନାଲ ହୁମାନ ରାଇଟ୍ସ ର ମହିଳା ପ୍ରେସିଡେଣ୍ଟ ସ୍ୱୟଂପ୍ରଭା ସାହୁ, ସମ୍ପାଦିକା ଅସୀମା ପଟ୍ଟନାୟକ ପ୍ରମୁଖ ଶରତ ଦାସ ଏବଂ ତାଙ୍କ ବୋହୁଙ୍କ ସହିତ ସତ୍ୟବାଦୀ ଥାନାଧିକାରୀଙ୍କ ସହିତ ପିପିଲି ଏସଡିପିଓ ଙ୍କ କାର୍ଯାଳୟ ରେ ଦରଖାସ୍ତ ଦେଇ ଆଗକୁ ପୋଲିସ ନିଖୋଜ ନାବାଳିକାକୁ ଉଦ୍ଧାର କରି ନଆଣିଲେ ଧାରଣାରେ ବସିବୁ ବୋଲି ସଭାନେତ୍ରୀ ସ୍ୱୟଂପ୍ରଭା ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ସତ୍ୟବାଦୀ ରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed