March 10, 2026

ଜହ୍ନ, ତଳେ ତାରା। ଆକାସ ଏକଦୃଷ୍ୟ।

308f221f-a497-42e4-9241-48270066a790
Share

ବୋଲଗଡ଼,୨୬/୦୩(ଉପାନ୍ତ ଓଡିଶା ):ଦୀର୍ଘ ୧୭ବର୍ଷ ପରେ, ଚନ୍ଦ୍ର ଓ ତାରା ଅଦ୍ଭୁତ ସଂଯୋଗ ମା ଚନ୍ଦ୍ରଘଣ୍ଟା ଙ୍କର ଏଭଳି ଏକଘଣ୍ଟିଥାଏ। ଯାହା ନାଦବ୍ରମ୍ମକୁ ଦର୍ଶାଇଥାଏ। ଆଦି ମା ଚନ୍ଦ୍ରଘଣ୍ଟା ଙ୍କ ତିଥି ଏବଂ ନବରାତ୍ର ତୃତୀୟ ଦିନରେ ଏଭଳି ବୀରଳଦୃଷ୍ୟ ସମସ୍ତ ଙ୍କୁ ଆନନ୍ଦ ପ୍ରଦାନ କରିଛି। ରବି ମୀନରାଶିରେ ଏବଂ ଚନ୍ଦ୍ର ମେଷରାଶିରେ ଥିବାସମୟରେ ସ୍ୱାତୀନକ୍ଷତ୍ର ଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )