June 16, 2026

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳନ…

hgfyufyu
Share

ବୋଲଗଡ଼,ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତି ବୋଲଗଡ଼ ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ତାଳତୁମ୍ବ ପଶ୍ଚିମେଶ୍ୱର ଙ୍କ ପୀଠରେ ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ବୈଠକ ବେଗୁନିଆ ବ୍ଲକ ର ପୂର୍ବତନ ସଭାପତି ଅଜୟ ମାର୍ଥl ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡ଼ ଯତୀନ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଜଙ୍ଗେଶ୍ୱର ସୁନ୍ଦରାୟ, ବେଗୁନିଆ ମଣ୍ଡଳ ସଭାପତି ଭଗବାନ ପଣ୍ଡା ,ପଞ୍ଚାଗଡ଼ ମଣ୍ଡଳ ସଭାପତି ଅଶୋକ ରାଉତ, ବୋଲଗଡ଼ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପିଚୁକୁଳି ଯୋନ ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁମିତ୍ରା ବାହିନୀପତି, ବୋଲଗଡ଼ ଯୋନ ର ପୂର୍ବତନ ସଭାପତି ଚନ୍ଦ୍ରଭାନୁ ମହାରଥା,ପଞ୍ଚାଗଡ଼ ମଣ୍ଡଳର ପୂର୍ବତନ ମଣ୍ଡଳ ସଭାପତି ସୌମ୍ୟରଂଜନ ବଳୀୟlରସିଂ,ସୁବାସ ମିଶ୍ର ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ରୁଦ୍ର ନାରାୟଣ ବାହିନୀପତି ଓ ଯୁବନେତା ଅକ୍ଷୟ କୁମାର ରାଉତରାୟ ବକ୍ତବ୍ୟରେ କହିଥିଲେ ପ୍ରତ୍ୟେକ ପଂଚାୟତ ର କାର୍ଯ୍ୟକର୍ତା ଆସନ୍ତା ୨୦୨୪ ନିର୍ବାଚନ ରେ ଭାରତୀୟ ଜନତାପାର୍ଟି ର ବିଜୟ ଭାର ନିଜେ ନେବା ପାଇଁ ସଂକଳ୍ପ କରାଇଥିଲେ , ,ରଶ୍ମିରଞ୍ଜନ ଜେନା ଓ ଲୋତକ ପଟ୍ଟନାୟକ ଙ୍କ ସହିତ ନିର୍ବାଚନ ମଣ୍ଡଳୀର ମୋଟ୪୦ଗୋଟି ଗ୍ରାମପଞ୍ଚାୟତ ର ବହୁ ବରିଷ୍ଠ ଓ ପୁରୁଖା ନେତା ମାନେ ବହୁସଂଖ୍ୟାରେ ଯୋଗ ଦେଇ ବିକାଶ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନକୁ ସୁ ଶାସନ ଦିବସ ରୂପେ ପାଳନ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed