March 12, 2026

ଉମରକୋଟ କ୍ରିକେଟ ପ୍ରିମିୟର ଲିଗ୍, ଫାଇନାଲ ମ୍ୟାଚ ଝାରସୁଗୁଡ଼ା କୁ ହରାଇ ଶୁର୍ୟ। 11 ବିଜେତା…

7y688
Share

 

 

ଉମରକୋଟ – ବିଜୁ ଉମରକୋଟ ପ୍ରିମିୟର ଲିଗ ର ଷଷ୍ଠ ସଂସ୍କରଣ ର ଥିଲା ଆଜି ଫାଇନାଲ ମ୍ୟାଚ। ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ଝାରସୁଗୁଡ଼ା ଓ ସୂର୍ଯ।11 ମଧ୍ୟରେ ଅନୁଷ୍ଠିତ ହେଇଥିଲା। ଝାରସୁଗୁଡ଼ା ଟସ୍ ଜିତି ସୂର୍ଯ୍ୟ।11 କୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା।20 ଓଭର ରେ ସୁର୍ଯ୍ୟ।12 180ରନ କରିଥିଲା। ସୁର୍ଯ୍ୟ।11 ର ଅଧିନାୟକ ତଥା ରାଜାସ୍ଥାନ ରୟାଲ ର ପୂର୍ବତନ ଆଇପିଲ ଖେଳାଳି କମ ରାନ ଖ।ନ 46 ଟି ବଲ ଖେଳି 84 ରନ କରିଥିଲେ। ଜବାବ ରେ ଝାରସୁଗୁଡ଼ା ଦଳ 20 ଓଭର ରେ 9 ଟି ୱିକେଟ ହରାଇn159 ରନ ହିଁ କରି ପାରିଥିଲେ। ଝାରସୁଗୁଡ଼ା ପିଣ୍ଟୁ 57 ଟି ବଲ ରେ 95 ରନ କରିଥିଲେ। 84 ରନ ସହ 4 ଟି ୱିକେଟ ନେଇଥିବା କମ ରନ ଖ।ନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରା ଯାଇଥିଲା। ଆଜି କମର।ନ। ଖ।ନ ଙ୍କ ଖେଳ ଦେଖିବା ପାଇଁ ଷ୍ଟାଡିୟମ୍ ରେପ୍ରାୟ 10 ହଜାର ଦର୍ଶକ ଉପସ୍ଥିତ ଥିଲେ। ବିଜେତା ସୂର୍ଯ୍ୟ। 11
କୁ 77777 ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଉପ ବିଜେତା ଦଳ ଝାରସୁଗୁଡ଼ା କୁ 55555/ ଟଙ୍କ। ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଉପ ବିଜେତା ର ପୁରସ୍କାର ରାଶି କୁ ସଲିମ୍ ରାଠୋଡ ଦାନ କରି ଥିଲେ। ମ୍ୟାନ ଅଫ ଦି ସିରିଯ କମ ରନ ଖ।ନ
ଙ୍କୁ ପ୍ରଦାନ ଙ୍କୁ ପ୍ରଦାନ କର। ଯାଇଥିଲା। ଶ୍ରେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ସୂର୍ଯ୍ୟ। 11ର କମରନ ଖ।ନ ଓ ବେଷ୍ଟ ବଲର ଝାରସୁଗୁଡ଼ାର ପ୍ରଦୀପ ଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରା ଯାଇଥିଲା। ସେହିପରି ସମଗ୍ର ଖେଳକୁ
ସୁଚାରୁ ରୁପେ ପ୍ରଚାର କରିଥିବାରୁ ସମ୍ବାଦ, ଧରିତ୍ରୀ ଓ ନିଉଜ ଓଡ଼ିଶାର ପ୍ରତିନିଧି ମାନଂକୁ ସମ୍ମାନୀତ କରା ଯାଇଥିଲା।ମୁଖ୍ୟ ଅତିଥି ରୂପେ ଓରିଶା ସରକାର ଙ୍କ ଅନୁସୂଚିତ ଜାତି ଓ ଜନ ଜାତି, ପଛୁଆ ବର୍ଗ, ସଂଖ୍ୟା ଲୋଘୁ ଓ ଆଇନ ମନ୍ତ୍ରୀ ମନ୍ତ୍ରୀ ଜଗନ୍ନାଥ ସ।ରକା ଯୋଗ ଦେଇଥିବା ବେଳେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ରାଜ୍ୟ ଉଠା ଜଳସେଚନ ନିଗମର ଉପ ଦେଷ୍ଠ। ପ୍ରମୋଦ କୁମାର ପାଢ଼ୀ, ଏସଡିସି ଅଧକ୍ଷ ଉପେନ୍ଦ୍ର ଗଣ୍ଡ, ପୁର୍ବତନ ବିଧାୟକ ସୁବାଷ ଚନ୍ଦ୍ର ଗଣ୍ଡ, ରାଇଘର ବ୍ଲକ ଅଧ୍ୟକ୍ଷା ନବିନ। ନାୟକ, ଉପ। ଦକ୍ଷ ଗୁପ୍ତ ପ୍ରାସାଦ। ଝ।ଙ୍କାର ଉମରକୋଟ ପୌର ଦକ୍ଷ। ରାଧା ଭତ୍ର।, ନିବେଦିତା ମହାନ୍ତି, ଦେବାଶିଷ ପାତ୍ର, ଜିଲ୍ଲା କ୍ରିଡ଼ା ସଙ୍ଘ ର ସଭାପତି ଅର୍ଜୁନ ତ୍ରିପାଠି, ଜିଲ୍ଲା ବି ଜେ ଡି ମହିଳା ସଭାପତି ମଞ୍ଜୁଳା ମାଝୀ, ଶରତ ପାଣିଗ୍ରାହୀ,ଝ।ଡେଶ୍ଵର ମହାନ୍ତି, ରଜତ ସ।ନ୍ତ୍ର। ,ରଶ୍ମି ସ।ନ୍ତ୍ର।, ନରସିଂହ କଲ।ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟର୍ଣ୍ଣ।ମେଣ୍ଟ କୁ ସୁଚାରୁ ରୂପେ ତୁଲାଇ ଥିଲେ
କମିଟି ସଭାପତି ସୁଧାଂଶୁ ଦାସ, ଚନ୍ଦନ ବେହେର।, ଅଭିଳାଷ ପଟନାୟକ, ତୋଫାନ ପାତ୍ର, ମୋହନ ନାଗ, ସନ୍ତୋଷ ସାହୁ, ଅକ୍ତର ଭାଇ। ଓଡ଼ିଆ ସିନେମା ର ଅଭିନେତ୍ରୀ ପୁନମ ମିଶ୍ର ଜି.

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed