ପୋଖରୀ ରେ ବୁଡି ମହିଳା ଙ୍କ ବିୟୋଗ

IMG-20230925-WA0020
Share

ପୋଖରୀ ରେ ବୁଡି ମହିଳା ଙ୍କ ବିୟୋଗ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢା ମଣା ହାଣ୍ଡି ପଞ୍ଚାୟତ ଅଧିନରେ ଥିବା ସରିଗାଁ ନୂଆଗୁଡା ଗ୍ରାମର କୁସମତି ନାୟକ. ଆଜି ସକାଳେ ଶୌଚ ହବାକୁ ଉକ୍ତ ଗ୍ରାମର ସଡ଼କ କଡ଼ ରେ ଥିବା ପୋଖରୀକୁ ଯାଇ ଆଉ ଘରକୁ ଫେରି ନ ଥିଲେ. ବହୁ ସମୟ ଧରି ପରିବାର ଲୋକ ଖୋଜା ଖୋଜି ପରେ ପୋଖରୀ ରେ ଭାସୁ ଥିବା ଦେଖି. ପୋଲିସ କୁ ଖବର ଦେଇ ଥଲେ. ପୋଲିସ ଏବଂ ଡାକ୍ତର ପହଂଚି ଶବ ବ୍ୟବଛେଦ କରିବା ପରେ ହସ୍ତାନ୍ତର କରି ଥିବା ଜଣା ଯାଇଛି. ଖବର ପ୍ରସାର ହବା ପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖା ଦେଇ ଥିଲା. ପରବାରଙ୍କୁ ସରକାରୀ ସହାୟତା ଯୋଗାଇ ବା ପାଇଁ ସାଧାରଣ ରେ ଦାବୀ ହେଉଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed