March 7, 2026

କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟାଡିୟମ ଠାରେ ” କନ୍ଧମାଳ ମହୋତ୍ସବ ଓ ପଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି….

ukhiuhi
Share

କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟାଡିୟମ ଠାରେ ” କନ୍ଧମାଳ ମହୋତ୍ସବ ଓ ପଲିଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ କୁ ଉଦଘାଟନ କରିଛନ୍ତି। ମାନ୍ୟବର ସାଂସଦ କନ୍ଧମାଳ ଡଃ ଅଚ୍ୟୁତାନନ୍ଦ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚନ୍ଦ୍ରମଣି କହଁର ,କନ୍ଧମାଳ ଉନ୍ନୟନ ପରିଷଦ ଅଧ୍ୟକ୍ଷ,ଜିଲ୍ଲା ପରିଷଦ ଅଧ୍ୟକ୍ଷା,କନ୍ଧମାଳ ଜିଲ୍ଲାପାଳ ଯୋଗ ଦେଇଛନ୍ତି।ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ତା – ୨୫/୦୧/୨୦୨୩