March 10, 2026

ଝୋଲରୀ ଜୟକିଶାନ୍ ସେବାଶ୍ରମରେ ଅନ୍ତେବାସୀଙ୍କ ଜନ୍ମ ଦିନ ପାଳନ….

ijojoi
Share

ବୁଗୁଡା:-ତା-୨୫-୦୧-୨୦୨୩ ବୁଗୁଡା ବ୍ଳକ୍ ଅନ୍ତରପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝୋଲରୀ ବଡ ପଦା ଠାରେ ସ୍ଥାପିତ ଜୟକିଶାନ୍ ସେବାଶ୍ରମରେ ଅନ୍ତେବାସୀ ମାନେ ବିଭିନ୍ନ ସମୟରେ ସମାଜର ବଦାନ୍ଯ ବ୍ଯକ୍ତି ବିଷେଶଙ୍କ ସହଯୋଗରେ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ପର୍ବପର୍ବାଣି ପାଳନ କରି ପରିବାର ସୁଖ ଅନୁଭବ କରୁଥିବା ବେଳେ ଆଜି ଗୋପବନ୍ଧୁ ଚାରୀଟେବୁଲ୍ ଟ୍ରଷ୍ଟ ଚଢେୟାପଲ୍ଲୀ ପକ୍ଷରୁ ସକ୍ରିୟ ସଦସ୍ୟ ସଞ୍ଜୟ କୁମାର ପ୍ରଧାନଙ୍କ ଏକମାତ୍ର କନ୍ଯା ସୋନାର ୧୧ତମ ଜନ୍ମ ଉତ୍ସବ ପାଳନ କରି ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର, ଫଳଦାନ ସହ ଅନ୍ନ ଭୋଜନ ଦାନକରି ଥିଲେ। ଜରାନିବାସର ସଂଚାଳକ କାର୍ତ୍ତିକେଶ୍ବର ବିଷୋୟୀ କାର୍ଯ୍ୟକ୍ରମ ଓ ସଭା ପରିଚାଳନା କରି ଧନ୍ଯବାଦ ପ୍ରଦାନ କରିଥିଲେ।
****