ପୁରୀରେ ୱାର୍ଲଡ ମେଡ଼ିଟେସନ ଡେ ପାଳନ କରାଯାଇଛି ..
ଆଜି ବିଶ୍ଵର ପ୍ରାୟେ 150ଦେଶ ରେ
world meditation Day
ସଦଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଦ୍ଵାରା ଆରମ୍ଭ କରାଯାଇଛି। ଧ୍ୟାନ ବା meditation ଦ୍ଵାରା ମନ୍ୟୁଷ୍ୟ ର କଣ ଉପକାର ହୁଏ , ମନ ସ୍ଥିର ରହିବା ସହିତ ମାନସିକ ସ୍ଥିତି ଶାନ୍ତ ରହିଥାଏ।
ଏହି ବିଷୟରେ ସଚେତନ କରିବାସହିତ ଆଜି ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ସେହି ପରି
ପୁରୀ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ
ଗୀତ ଯେମା, ସଂଘମିତ୍ରା ମହାନ୍ତିଙ୍କ ସହିତ ଆର୍ଟ ଅଫ ଲିଭିଙ୍ଗ ର ସମସ୍ତ ସଦସ୍ୟ ସଦସ୍ୟା ମିଶି ପୁରୀ ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ପୁରୀ ସରକାରୀ ବାଳିକା ବିଦ୍ୟାଳୟ ରେ ଛାତ୍ରୀମାନଙ୍କୁ ମେଡ଼ିଟେସନ କରି ଦେଖାଇବା ସହିତ ଧ୍ୟାନ ଯୋଗ ଦ୍ୱାରା କିଭଳି ଶରୀର ସୁସ୍ଥ ରହିଥାଏ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ l ସନ୍ଧ୍ୟାରେ ମେଡ଼ିଟେସନ ଦିବସ କୁ ପୁରୀ ଚକର୍ତ୍ତୀଥ ରୋଡ଼ ଶ୍ରୀଧାମ ସମ୍ମିଳନୀ କକ୍ଷ ଠାରେ ମହା ଆଡମ୍ବରେ ପାଳନ କରାଯାଇଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l