ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଏନର୍ଜି କ୍ଳବ ପରିକ୍ଷା
ବେଗୁନିଆ ବ୍ଲକ( ଉପାନ୍ତ ଖବର ମାନସ ରଞ୍ଜନ କର) ବେଗୁନିଆ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟରେମଣ୍ଡଳସ୍ତରୀୟ ଏନର୍ଜି ପରିକ୍ଷା ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଧରି କରାଯାଇ ଏଥିରେ ପ୍ରଥମ ଦୀତୀୟ ତୃତୀୟ ହୋଇଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ମୁଖ୍ୟ ଅତିଥିଅନନ୍ତ ବାସୁଦେବ ବିଦ୍ୟାପୀଠ ଦଳକ ବିଶ୍ୱନାଥସାହୁ, ମୁଖ୍ୟବକ୍ତା ପ୍ରଧାନଶିକ୍ଷକ ଜାଗେଶ୍ଵରୀ ବିଦ୍ୟାପୀଠ ନୀଧୀପୁର ସର୍ବେଶ୍ଵର ସ୍ଵାଇଁ, ସମ୍ମାନୀତ ଅତିଥି ଶିକ୍ଷୟତ୍ରୀ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟର ସ୍ମୃତିସ୍ମିତା ବେହେରା, କପିଲେଶ୍ୱର ଦେବ ଉଚ୍ଚବିଦ୍ୟାଳୟ ଶିକ୍ଷକ ଯୋଗିନାଥ ସ୍ୱାଇଁ, ସରକାରୀ ଉଚ୍ଚବିଦ୍ଯାଳୟ ବେତର ଜଙ୍ଗ ସଗଡଭଙ୍ଗା ଚିତରଞ୍ଜନ ରଣସିଂହ, ସଭାପତି ଗୋପବନ୍ଧୁ ଉଚ୍ଚବିଦ୍ଯାଳୟ ର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁ ଓ ନୀରିକ୍ଷକ ଓ ବିଚାରକ ବେଗୁନିଆ ମଣ୍ଡଳ ଅନ୍ତରଗତ ଶିକ୍ଷକ ଶିକ୍ଷୟିତ୍ରୀ ୨୦ ଜଣ ପିଲା ଜିଲ୍ଲା ସ୍ତରକୁଉତୀର୍ଣ୍ଣ ହୋଇଥିଲେ
