August 7, 2026

ପୋଲିସ ଡିଜିପି ଉପାଧି ରେ ସମ୍ମାନୀତ ହେବେ ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ.…….

polk
Share

 

ଉମରକୋଟ – ଉମରକୋଟ ପୋଲିସ ଉପ ଖଣ୍ଡ ଅଧିକାରୀ ମଧୁଶିକ୍ତ। ମିଶ୍ର ଓରିଶା ପୋଲିସ ଡିଜିପି ଉପାଧି। ରେ ସମ୍ମାନୀତ ହେବେ। ଏହି ଖବର ଉମରକୋଟ ରେ ପହଞ୍ଚିବ। ପରେ ମଧୁଶିକ୍ତ। ଙ୍କୁ ବିଭିନ୍ନ ମହଲରୁ ଶୁଭେଛା ମିଳିଛି। ରାଜ୍ୟ ପୋଲିସ
ମୁଖ୍ୟାଳୟ ରୁ ଏକ ଚିଠି ମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୧ ଦିନ ପୋଲିସ ପ୍ରତିଷ୍ଠା ଦିବସ ଅବସର ରେ କଟକ ରେ ଅୟୋଜନ ହେବା କୁ ଥିବା ସମାରୋହ ରେ ମଧୁଶିକ୍ତ। ଏହି ଉପାଧୀ ଗ୍ରହଣ କରିବେ। ମଧୁଶିକ୍ତ। ମିଶ୍ର ଙ୍କୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ ଏହି ଉପାଧି ମିଳିବା କୁ ଯାଉଛି। ମଧୁଶିକ୍ତ। ମିଶ୍ର ୨୦୧୭ ମସିହା ରେ ଓରିଶା ପୋଲିସ ସେବା ରେ ନିଯୁକ୍ତି ପାଇଁ ଟେନିଙ୍ଗ ନେଇଥିଲେ। ୨୦୧୯ ମସିହାରେ ସୁନ୍ଦରଗଡ଼ ସଦର ପୋଲିସ ଉପଖଣ୍ଡ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ପରେ ୨୦୨୨ ମସିହାରେ କୋରାପୁଟ ର ବୋରିଗୁମା ଓ ୨୦୨୩ ମସିହା ଅଗଷ୍ଟ ମାସରୁ ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଭାବେ କାର୍ଯ୍ୟରତ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed