March 12, 2026

ଭଗବାନ କୁ ବି ଛାଡ଼ିଲେନି ଚୋର 

IMG-20260124-WA0057
Share

 

 

ଜଳେଶ୍ଵର ( ଦେବାଶିଷ ଦାଶ )

 

ତାଲା ଭାଙ୍ଗି ଦୃବୃତ୍ତ ଲୁଟି ନେଲେ ମନ୍ଦିର ଭିତରେ ଥିବା ଭଗବାନ ଙ୍କ ଅଳଙ୍କାର

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ।

ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବାଗପୁଞ୍ଜି ଗ୍ରାମରେ ଥିବା ମନସା ଦେବୀଙ୍କ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ କେହି ଦୃବୃତ୍ତ ତାଲା ଭାଙ୍ଗି ଠାକୁରାଣୀଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଦାନ ବାକ୍ସ ଭାଙ୍ଗି ନଗଦ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲା ବେଳେ ସକାଳ ସମୟରେ ସ୍ଥାନୀୟ ଲୋକେ ମନ୍ଦିରର ଗେଟ ଭଙ୍ଗା ଯାଇଥିବା ଦେଖି ଜଳେଶ୍ୱର ପୋଲସକୁ ଖବର ଦେଇଥିଲେ, ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରୀ ରଖିଛି.