May 17, 2025

ଅଦିନିଆ ବର୍ଷା ସକାଶୁ ଚାଷିମୁଣ୍ଡରେ ଚଡକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ପ୍ରତିଟି ପଞ୍ଚାୟତରେ ଚାଷି ଭାଇମାନେ ଯେଉଁ ସୁନାର ଫସଲ

Share

ଅଦିନିଆ ବର୍ଷା ସକାଶୁ ଚାଷିମୁଣ୍ଡରେ ଚଡକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ପ୍ରତିଟି ପଞ୍ଚାୟତରେ ଚାଷି ଭାଇମାନେ ଯେଉଁ ସୁନାର ଫସଲ କରିଥିଲେ ଆଜି ତାହା ଅଦିନିଆ ବର୍ଷା ସବୁ ଛଡାଇ ନେଇଛି ପ୍ରତ୍ୟେକ ଧାନ ଜମିରେ ପାଣିରେ ଧାନ ଭାସୁଛି ସରକାର। ଏହା ପ୍ରତି ଟିକେ ଯଦି ତଦନ୍ତ କରି ଧ୍ୟାନ ଦିଅନ୍ତେ ଚାଷି ଭାଇମାନେ ଯେଉଁ ଧାର କରଜ ଆଣି ଏହି ସୁନାର ଫସଲ ଫଳାଇଥିଲେ ସେଥିରୁ ଟିକେ ମୁକ୍ତି ପାଆନ୍ତେ ଚାଷି ଭାଇମାନଙ୍କର ମୋହନ ସରକାରଙ୍କ ଉପରେ ଭରସା ଅଛି ସେ ଚାଷି ଭାଇ ଓ ଭଉଣି ମାନଙ୍କ କଥା ବୁଝିବେ ବୋଲି ରିପୋଟର ମାନସ ରଞ୍ଜନ କର