September 21, 2024

ନବରଙ୍ଗପୁର ଜିଲ୍ଲାର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବାର୍ଷିକ ଖେଳ ପ୍ରତିଯୋଗିତା ଅନୁଷ୍ଠିତ….

Share

 

ନବରଙ୍ଗପୁର ଜିଲ୍ଲାର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବାର୍ଷିକ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଈଛି । ଏହା ଚାରି ଦିନ ଧରି ଚାଲିଥିଲା । ମୁଖ୍ୟତଃ କେତେ ଗୁଡିକ ଖେଳ
୧୦୦ ମିଟର ଦୌଡ, ଖେଳ ରେ ପ୍ରଥମ
ଦିନେଶ ଭତରା(ପୁ) ଅମ୍ବିକା ଲିମା (ଝି)
ଆୟୁଷ୍ମାନ ପଣ୍ଡା, ଇତି ଅନ୍ୱେଷା ବିଷୋୟୀ
୨୦୦ ମିଟର  ଦୌଡ ପ୍ରଥମ
ଅର୍ପିତ , ମିଲଜାବ ବାନ ,ଖିରଦ କୁ ସୋଊରା, ସାବିତ୍ରୀ ଜାନୀ ,
୧୦୦×୪ ମିଟର ରିଲେ ଦୌଡ,
ପ୍ରାଇମେରୀ ଛାତ୍ର ର ହଡ଼ଲ୍ସ ଦୌଡ, ଇଣ୍ଟର ହାଉସ କ୍ରିକେଟ ରେ ବିଜେତା ଟେଗର ହାଉସ ହୋଇଛି, ଅନ୍ୟାନ୍ୟ ଖେଳ ମଧ୍ୟ ଅଙ୍କିତ ଯାଦବ ଖେଳ ଶିକ୍ଷକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜି . ଶ୍ରୀନୁ,ଜିଲ୍ଲା ଖେଳ ଅଧିକାରୀ  ଓ ସ୍କୁଲର ସମସ୍ତ ଶିକ୍ଷକ ଓ ଶ୍ରୀ ହିତେଶ କୁମାର ବର୍ମା ପ୍ରିନ୍ସିପାଲ ଉପସ୍ଥିତ ଥିଲେ।

(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀଙ୍କ ରିପୋର୍ଟ )