August 25, 2026

ସତ୍ୟସାଇ ବାବା ଙ୍କ ଜନ୍ମ ଦିନ ପାଳନ

IMG-20231123-WA0027
Share

ସତ୍ୟସାଇ ବାବା ଙ୍କ ଜନ୍ମ ଦିନ ପାଳନ

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ:-ସତ୍ୟସାଇ ବାବାଙ୍କ ଜନ୍ମ ଦିନ ପାଳନ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଶ୍ରୀ ସାଇରାମ ନଗର ଝରୀଗାଁ ରୋଡ଼ ସତ୍ୟ ସାଇ ବାବା ଙ୍କ ମନ୍ଦିର ଠାରେ ୨୩ନଭେମ୍ବର ସତ୍ୟ ସାଇ ବାବା ଙ୍କ ୯୮ ତମ ଜନ୍ମ ବାର୍ଷିକ ଉତ୍ସବ ସତ୍ୟ ସାଇ ସମିତି ଦ୍ଵାରା ପାଳିତ କରାଗଲା ଏବଂ ତା ସଙ୍ଗେ ସଙ୍ଗେ ନାରାୟଣ ସେବା ଗରିବ ଶ୍ରେଣୀ ବୃଦ୍ଧା ବୃଦ୍ଧି ନାରାୟଣ ଙ୍କୁ ଅନ୍ନ ଭଗ ପ୍ରସାଦ ସେବନ ଓ କମଳ ବସ୍ତ୍ରାଦି ବଣ୍ଟନ କରାଯାଇଥିଲା ସହର ବାସୀ ସହ ସହ ଭକ୍ତ ବି ଏହି କାର୍ଯ୍ୟକ୍ରମ ରେ ପ୍ରସାଦ ସେବନ କରିଥିଲେ ତା ସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆରତୀ ବିଭୁତି ସେବନ ସମାପନ ହୋଇଥିଲା ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ୍ୟ ସତ୍ୟ ସାଇ ସେବା ସମିତି ଦ୍ଵାରା ଆୟୋଜନ କରାଯାଇଥିଲା