April 29, 2026

ଉମରକୋଟ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ, ୫୨ ୟୁନିଟ ରକ୍ତ ସଂଗ୍ରହ………..

IMG-20240923-WA0008
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ଓ ଉମରକୋଟ ବ୍ଳକ ଯାଦବ ମହାସଭା ତରଫରୁ ଜିଲ୍ଲା ଯୁବ ସଭାପତି ଶ୍ରୀ ନବ କିଶୋର ଗୈାଡ ଙ୍କ ତତ୍ବାବଧାନରେ ଆୟୋଜିତ ରକ୍ତଦାନ ଶିବିର ରେ ପୂର୍ବତନ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ମହୋଦୟ, ପୂର୍ବତନ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ମହୋଦୟ, ଉମରକୋଟ ତହସିଲଦାର ଶ୍ରୀଯୁକ୍ତ ମଘବାନ ବାଗ ମହୋଦୟ ଏବଂ ଉମରକୋଟ ମେଡିକାଲ ର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀଯୁକ୍ତ ସୁମନ୍ତ କୁମାର ରାଉଳ, ସେମଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମଣ ବଞ୍ଜରା ମହୋଦୟ,ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ର ଉପ ସଭାପତି ଶ୍ରୀଯୁକ୍ତ ହରି ଗୈାଡ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମାନସିଂହ ଗୈାଡ, ବ୍ଳକ ସଭାପତି ଶ୍ରୀଯୁକ୍ତ ସତୃଘନ ଗୈାଡ, ସମ୍ପାଦକ ଶ୍ରୀଯୁକ୍ତ ତ୍ରିନାଥ ମାଝୀ, ବରିଷ୍ଠ ଯାଦବ କର୍ମକର୍ତ୍ତା ଶ୍ରୀଯୁକ୍ତ ଟଙ୍କଧର ଗୈାଡ, ଶ୍ରୀ ଲକ୍ଷ୍ମୀ ନାରାୟଣ ଗୈାଡ ,ଯୁବ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ ଗୌଡ଼, ଝରିଗାଁ ବ୍ଳକ ଯୁବ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶଙ୍କର ଗୈାଡ ଙ୍କ ସମେତ ସେମଲା ଗ୍ରାମ ର ସମସ୍ତ ଭାଇ ଙ୍କ ଉପସ୍ଥିତିରେ ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏବଂ ସମସ୍ତ ରକ୍ତଦାତା ଙ୍କୁ ରକ୍ତଦାନ ମହାପୁଣ୍ୟ ସମ୍ପର୍କରେ ବୁଝେଇ ଉତ୍ସାହିତ କରିଥିଲେ। ଏହି ରକ୍ତଦାନ ଶିବିର ରେ ମୋଟ୍ ୫୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ସେଥିପାଇଁ ନିଜ ନିଜ ବହୁମୂଲ୍ୟ ସମୟ ଦେଇ ଉପସ୍ଥିତ ହୋଇ ଥିବା ଅତିଥି ମାନଙ୍କୁ ଏବଂ ରକ୍ତଦାତା ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରୁଛୁ।

You may have missed