Day: August 23, 2024

୫୦ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ

ତା ୨୩/୮: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତହସିଲ କାର୍ଯ୍ୟାଳୟ ସଭାଗୃହଠାରେ ବ୍ଲକର ବିଭିନ୍ନ ପଞ୍ଚାୟତର ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି l ଜଙ୍ଗଲ...

ଅଖିଳ ଭାରତୀୟ କ୍ଷେତ୍ରୀୟ ଗୋଣ୍ଡ ସମାଜ ନୂଆଁଖାଇ ପ୍ରସ୍ତୁତି ବୈଠକ..

ପାଇକମାଳ: ୨୪/୦୮(ଜୟନ୍ତ କୁମାର ସେଠ):-ପଦ୍ମପୁର ଉପଖଣ୍ଡ ପାଇକମାଳ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ବୁଢ଼ା ଦେଓ ମଣ୍ଡପ ଠାରେ ନୂଆଁଖାଇ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ଉମରକୋଟ ବ୍ଲକ ବେନରା ପଞ୍ଚାୟତ ଠାରେ ୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି ଚାଉଳ ଏବଂ ପେନସନ..

    ଉମରକୋଟ;- ( ଏମ୍.ଦିନା°ଶୁ ଆଚାରୀ) ୭୨ ବର୍ଷୀୟା ବିଧବା ବୁଦନ୍ତି ହରିଜନ ଙ୍କୁ ମିଳୁନି କୌଣସି ସରକାରୀ ସହାୟତା, ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର...

ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ ନେଇ ପ୍ରସ୍ତୁତି ବୈଠକ ..

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ତା:୨୩.୦୮.୨୦୨୪ରିଖ ଦିନ ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ ନେଇ ଏକ ପ୍ରସ୍ତୁତି ବୈଠକ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସ୍ୱଭାଗୃହ ଠାରେ ଅନୁଷ୍ଠିତ...

ସମ୍ବଲପୁର କାରଖାନା ପାଇଁ ନିଯୁକ୍ତି ପ୍ରକ୍ରିୟା ଯାଜପୁର କୁ ବିରୋଧ,ମୁଖ୍ୟମନ୍ତ୍ରୀ ଙ୍କୁ ବିଜେଡିର ଦାବିପତ୍ର 

   ସମ୍ବଲପୁର କାରଖାନା ପାଇଁ ଯାଜପୁର ରେ ନିଯୁକ୍ତି ପ୍ରକ୍ରିୟା କୁ ଵିରୋଧ କରିଛି ସମ୍ବଲପୁର ବିଜୁ ଯୁବ ଜନତା ଦଳl ଦଳର ସଭ୍ୟମାନେ ମୁଖ୍ୟମନ୍ତ୍ରୀ ଙ୍କ...

ବଂଶଧାରା ନଦୀରେ ଆଉ ଜଣେ ନିଖୋଜ 

  କାଶୀନଗର ତା 22/8/24 କାଶୀନଗର ଠାରେ ପ୍ରବାହିତ ହେଉଥିବା ବଂଶଧାରା ନଦୀ ଗତ କିଛି ଦିନ ମଧ୍ୟରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଯାଗୁଁ ନଦୀର...

ଅଞ୍ଚଳ ମହାବିଦ୍ୟାଳୟ ରେ ୧୬୨ତମ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

    ପଦ୍ମପୁର : ୨୩.୦୮(ଜୟନ୍ତ କୁମାର ସେଠ) ପଦ୍ମପୁର ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ସ୍ଵଭାବ...

ବିଜେପି ର ଜ଼ିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ରେ ୟାଲା କୋଣ୍ଡା ବାବୁ 

ରାୟଗଡା : 23/8/24 ଶୁକ୍ରବାର ସକାଳ 11ଘଟିକା ସମୟରେ ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଆରମ୍ଭ ହୋଇଯାଇଛି l...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିଏମ୍-ଜନମନ ରଥ ଶୁଭାରମ୍ଭ

ପାରଳାଖେମୁଣ୍ଡି,ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପିଏମ୍-ଜନମନ ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ...

ସହକାରୀ ଉପ ବିଭାଗୀୟ ଅଧିକାରୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତ..

ପାରଳାଖେମୁଣ୍ଡି, ସହକାରୀ ଉପ ବିଭାଗୀୟ ଅଧିକାରୀମାନେ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ଜିରାଙ୍ଗର ବୁଦ୍ଧିଷ୍ଠ ମନ୍ଦିର, ଖସଡ଼ା, ଗଣ୍ଡା ହତୀ ଦର୍ଶନୀୟ ସ୍ଥାନ ବୁଲି...