ଓଡିଶା ସାମ୍ବାଦିକ ସଂଙ୍ଘର ସଦସ୍ୟମାନେ ଭେଟିଲେ ମୁଖମନ୍ତୀଙ୍କୁp
ଓଡିଶା ସାମ୍ବାଦିକ ସଂଙ୍ଘର ସଦସ୍ୟମାନେ ଭେଟିଲେ ମୁଖମନ୍ତୀଙ୍କୁ
ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ରାଜ୍ୟର ସାମ୍ବାଦିକମାନଙ୍କ କଲ୍ୟାଣରେ ମହତ୍ତ୍ବାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିବାରୁ ଓଡ଼ିଶା ସାମ୍ବାଦିକ ସଂଘର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। ନିକଟରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ₹୨ ଲକ୍ଷରୁ ₹୫ ଲକ୍ଷକୁ ବୃଦ୍ଧି କରିଛନ୍ତି।