‘ଉପାନ୍ତ ଖବର’ ଚତୁର୍ଥ ବାର୍ଷିକ ଉତ୍ସବ ରେ ବଡଘୋଷଣା, ୟୁଟୁବ ଚାନେଲକୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ବିଧାନସଭାରେ ପ୍ରସ୍ତାବ ରଖିବୁ କହିଲେ ବିଧାୟକ ଇଂ.ରୁପେଶ ପାଣିଗ୍ରାହୀ —–
ଭୁବନେଶ୍ୱର ଲୋହିଆ ଏକାଡେମୀ ସଭା ଗୃହରେ ଗଜପତି ଜିଲ୍ଲା ର ମୋହନାରୁ ପ୍ରକାଶିତ 'ଉପାନ୍ତ ଖବର'ପାକ୍ଷିକ ଖବର କାଗଜ ଏବଂ ୟୁଟୁବ ଚାନେଲର ବାର୍ଷିକ ଉତ୍ସବ ଖବର...