କୁଜଙ୍ଗ ରେ ରାଜ୍ୟସ୍ତରୀୟ ଟି 20 କ୍ରିକେଟ୍ ଆରମ୍ଭ
ଆରମ୍ଭ ହେଲା କୁଜଙ୍ଗ ଆଥ୍ ଲେଟିକ୍ କ୍ଳବ୍ ପକ୍ଷରୁ ରାଜ୍ୟସ୍ତରୀୟ ଟି 20, , ଉଦ୍ଘାଟନ କଲେ କୁଜଙ୍ଗ ମେଡିକାଲ ର ସୁପରଟେଣ୍ଡ ଚେତନା ପୁରେହିତ ଓ କାନାରା ବ୍ୟାଙ୍ଗ ର ମ୍ୟାନେଜର ସନ୍ଦୀପ କୁମାର ମୋହାନ୍ତି, , ଆଜିଠୁ 6 ଦିନ ଧରି ଚାଲିବ ରାଜ୍ୟସ୍ତରୀୟ ଟି 20 , , କହିଲେ କ୍ଲବ୍ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଆଡଭୋକେଟ୍ ଏ ଏନଡି ଯାଦବ, ପ୍ରଥମେ ମା ମଙ୍ଗଳା କଟକ ଟଚ୍ ଜିତି ଫିଲ୍ଡ଼ିଂ ନେଇଥିବା ବେଳେ ସାଇ ଇଲେଭେନ୍ ଭୁବନେଶ୍ୱର ବ୍ୟାଟିଂ କରିଥଲେ। ସାଇ ଇଲେଭେନ ଭୁବନେଶ୍ୱର 203 ରନ୍ ବ୍ୟାଟିଂ କରିଥିବା ବେଳେ, ମା ମଙ୍ଗଳା କଟକ 130 ରନ୍ କରି ଅଲଆଉଟ୍ ହୋଇଥିଲେ, ଯାହାକି ସାଇ ଇଲେଭେନ୍ ଭୁବନେଶ୍ୱର 73 ରନ୍ ରେ ବିଯାୟୀ ହୋଇଥିଲେ। 28 ତାରିଖ ଟି 20 ର ଉଦଯାପନୀ ଦୀନରେ ଯୋଗଦେବେ ସ୍ଥାନୀୟ ବିଧାୟକ , କୁଜଙ୍ଗ ଅଂଚଳର ମାଟିର ପୁଅ ତଥା ଓଡିଶା ସରକାରଙ୍କ ଶିଳ୍ପ ,ଦକ୍ଷତା ଓ ବୈସୈକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ( ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର)
