March 12, 2026
ajiro khabar
Share

 

୧-କୋରାପୁଟ:ପରବ ମଞ୍ଚରେ ‘ଆମ ପରବ’ ଭିଡିଓ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କୋରାପୁଟକୁ ୫୪୫ କୋଟିର ଭେଟି।

 

୨-ଭୁବନେଶ୍ୱର:ଛୁଟି ଦିବସରେ ଛୁଟି ଆସିଲେ ୫୦ ହଜାର ପର୍ଯ୍ୟଟକ, ନନ୍ଦନକାନନ ବୁଲିଲେ ୩୫ ହଜାର, ଲିଙ୍ଗରାଜ ମନ୍ଦିର ବୁଲିଲେ ୨୦ ହଜାର, ଧଉଳିରେ ଅସମ୍ଭାଳ ପରିସ୍ଥିତି।

 

୩-ଶୀତଋତୁ ପାଖାପାଖି ଅଧା ହେବାକୁ ବସିଲାଣି।ପରିବା ଦର ଆକାଶ ଛୁଆଁ, ୫ଶହ ଟଙ୍କାରେ ବି ପୁରୁନି ବ୍ୟାଗ୍‌।

 

୪-ପୁରୀ:ବଢ଼ିବ କି ଅବଢ଼ା ଦର, ସୁଆର ମହାସୁଆର ନିଯୋଗ ପକ୍ଷରୁ ହେଲାଣି ମାନସମନ୍ଥନ।

 

୫-ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ।

 

୬-ଭୁବନେଶ୍ୱର:ରେଡ୍ ଫ୍ଲାଗ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା, ମାମଲାର ତଦାରଖ କରିବ ସିଏଡବ୍ଲୁ।

 

୭-ଗୋଟା ଅଣ୍ଡାର ଦାମ ୯ଟଙ୍କା । କିଛି ଦିନ ତଳେ ଯେଉଁଠି ଦର ୭ ଟଙ୍କା ଥିଲା, ସେଠି ଦର ୨ ଟଙ୍କା ବୃଦ୍ଧି ପାଇବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି

 

୮-ବ୍ରହ୍ମପୁର:ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଲ୍ ହେଲା ଦି ମୁନ୍ ହସ୍ପିଟାଲ।

 

୯-ବିଧାୟକଙ୍କ ଦରମା ବୃଦ୍ଧି ସରକାରଙ୍କ ମସ୍ତବଡ ଭୁଲ ନିଷ୍ପତ୍ତି : ନରସିଂହ ମିଶ୍ର

 

୧୦-ଲାଞ୍ଚ ମାମଲାରେ ଚାକିରିରୁ ନିଲମ୍ବିତ ହେଲେ ଦଶମନ୍ତପୁର ଥାନା ଆଇଆଇସି ସୁକମା ହାଁସଦା।

 

୧୧-ବଲାଙ୍ଗୀର:୪୦ ମିନିଟ୍ ଧରି ଷଣ୍ଢ ଲଢେଇ, ରାଜରାସ୍ତା ପାଲଟିଲା ରଣକ୍ଷେତ୍ର,୫ ବାଇକ୍ ଓ ସ୍କୁଟି ଭାଙ୍ଗିଲା। ସଂଘର୍ଷ ରୋକିବାକୁ ଦୋକାନୀ ନୟାନ୍ତ।

 

୧୨-ହ୍ୟୁମାନ ସାଗର ମୃତ୍ୟୁ ମାମଲା, କଟକ ମର୍କତ ନଗର ଥାନାରେ ଏତଲା ଦେଲେ କଣ୍ଠଶିଳ୍ପୀଙ୍କ ମାଆ।

 

୧୩-ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାର ଏକ ଫ୍ୟାକ୍ଟ୍ରିରେ ଚଢାଉ ସମୟରେ ଜବତ ହୋଇଛି ଶହ ଶହ କିଲୋଗ୍ରାମର ନକଲି ପନିର, ଜବତ କରାଯାଇ ନଷ୍ଟ କରାଯାଇଛି।

 

୧୪-ଚିଲିକାରେ ବୁଡ଼ିଗଲେ ସାତପଡ଼ା ବୁଲିବାକୁ ଯାଇଥିବା ପର୍ଯ୍ୟଟକ; ଗାଧେଇବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ।

 

୧୫-୧୯ ବର୍ଷରୁ କମ୍‌ ଏସିଆ କପ୍ କ୍ରିକେଟ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ।

 

୧୬-ସିବିଆଇ ଜାଲରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା : ଜବତ ହେଲା ୨.୨୩ କୋଟି ନଗଦ ଟଙ୍କା।

 

୧୭-ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର, ଏବେ ବିନା ଏଣ୍ଟ୍ରାନ୍ସରେ ଋଷୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ପାଇ ପାରିବେ ଆଡମିସନ।

 

୧୮-ଆଇନରେ ପରିଣତ ହେଲା ବିକଶିତ ଭାରତ-ଜି ରାମ୍ ଜି ବିଲ୍; ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ।ଏହି ବିଲ୍ ଅନୁଯାୟୀ, ନିଯୁକ୍ତିର ବୈଧାନିକ ଗ୍ୟାରେଣ୍ଟି ବର୍ତ୍ତମାନ ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି।

 

୧୯-ବିଏସଏଫ କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀର କୋଟାକୁ ୫୦%କୁ ବୃଦ୍ଧି; ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି।

 

୨୦-୨୬ରୁ ବଢ଼ିବ ରେଳଭଢା,କିମି ପିଛା ହେବ ୧-୨ ପଇସା ବୃଦ୍ଧି,୨୧୫ କିମି ଯାଏଁ ଅତିରିକ୍ତ ଦେୟ ଲାଗିବ ନାହିଁ।

 

୨୧-ଏଲନ ମସ୍କଙ୍କ ନିକଟରେ ୭୫୦ ବିଲିଅନ ଡଲାର ସମ୍ପତ୍ତି ରହିଛି।

 

🙏 *ସୁପ୍ରଭାତ* 🙏