June 16, 2026

ହରିଶଙ୍କର ଠାରେ ଶ୍ରାବଣ ମାସର ଶେଷ ସୋମବାର ହରିଶଙ୍କର ଠାରୁ ସୋଳ ବନ୍ଦ ପଦଯାତ୍ରା।

IMG-20240822-WA0017
Share

 

ଵଲାଙ୍ଗିର ଜିଳ୍ଲା ଖପ୍ରାଖୋଳ ବକ୍କ ଅନ୍ତଗତ ଶିବପିଠ ହରିଶଙ୍କର ଠାରେ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ପଡ଼ିଥିବାରୁ ମହଦେବଙ୍କ ଜଳଲାଗି କରିବାପାଇଁ ପାଟଣାଗଡ ସହରର ଆଖପାଖ ଅଚଳର ସବୁକାଉଡିଆଙ୍କ ଭିଡ଼ ଦେଖିବାକୁ ମିଳିଛି।

ସୋଳବନ୍ଧ ମଧ୍ୟରେ ଥିବା ସବୁ ଶିବ ମନ୍ଦିର ବହୁସଂଖ୍ୟାରେ କାଉଡିଆଙ୍କ ଉକ୍ତ ମହଦେବଙ୍କ ଜଳଅର୍ପଣ କରି ଶୁଭ ମନାସିଛନ୍ତି । ଶେଷ ସୋମବାର ହରିଶଙ୍କର ଶ୍ରିବ ମନ୍ଦିର ବାବା ସୋଳବନ୍ଧ ଶିବ ମନ୍ଦିର ପାତେଲ ଶିବମନ୍ଦିର ବନକାବିଅର,ବିଲାଇସାଥି ଭଳି ପ୍ରମୁଖ ହରିଶଙ୍କର ପିଠରେ ଭୋରରୁ କାଉଡିଆଙ୍କ ପ୍ରବଳ ଗହଳି ଲାଗିଥିଲା ଆଜି ଶେଷ ସୋମବାର ମହାଦେବଙ୍କ ଜଳଲାଗି କରିବାଙ୍କୁ କଉଡ଼ିଆଙ୍କ ମଧ୍ୟରେ ବିଶେଷ ଉସହ ଦେଖିବାକୁ ମିଳିଛି କାଉଡିଆଙ୍କ ସହ ଉକ୍ତ ମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ଶ୍ରାବଣ ମାସରେ ଭଗବାନ ଶିବକୁ ଜଳଲାଗି କଲେ ସବୁ ମନସ୍କାମନା ପୁରଣ ହୁଏ ବୋଲି ବିଶ୍ୱାସ ରହିଛି ସୋଳବନ୍ଧର ସେବାକାରି ମାନେହେଲେ ରେଶମ ମେହେର,ମିନକେତନ ବିଶ୍ଵାଳ, ଜୟରାମ ପୁଟେଲ, ଜଗ ମହକୁର,ହିମାଞ୍ଚଳ ପଧାନ.।

ଉପାନ୍ତ ଖବର, ପାଟଣାଗଡ, ପବିତ୍ର ପୁଟେଲ