ଚୁଡୁଙ୍ଗପୂର ଆୟୋଜିତ ଜନ ଅଭିଯୋଗ ଶୁଣାଣୀରେ ଲୋକଙ୍କ ଗୁହାରି ଶୁଣିଲେ ବିଧାୟକ। …….,…… ,….. 105 ବର୍ଷ ବୃଦ୍ଧା ଙ୍କୁ ମାତ୍ର ଏକ ହଜାର ଟଙ୍କା ପେନଶନ ପାଉଥିବା ଜାଣି ଦୁଃଖ ପ୍ରକାଶ କଲେ ବିଧାୟକ
କାଶୀନଗର - (କୃଷ୍ଣ କୁମାର ବେହେରା)-ଗଜପତି ଜିଲ୍ଲା କାଶୀନଗର ବ୍ଲକ ହାଦଭାଙ୍ଗି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ ବଡ଼ ଧାରଣର...
