March 10, 2026

ନିମ୍ନମାନର କାମ ଯୋଗୁଁ ଟିପିଡବ୍ଲୁଓଡିଏଲ କାନ୍ଥ ଭୁଷିଡିଲା,ଅଳ୍ପକେ ବର୍ତ୍ତିଲେ ଲୋକେ

IMG-20250722-WA0054
Share

 

 

ବରଗଡ ଜିଲା ଅତାବିରା ଅଧିନ ଲାଦରପାଲି ଟିପିଡବ୍ଲୁଓଡିଏଲର କାନ୍ଥ ଆଜି ମଂଗଲବାର ସକାଳେ ଭୁଷୁଡିପଡିଥିବା ବେଳେ ବାଟରେ ଯାତାୟତ କରୁଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି |ସୂଚନା ଅନୁସାରେ ଗୋଟିଏ ବର୍ଷ ମଧ୍ଧରେ ଲକ୍ଷ ଲକ୍ଷ ଟଂକା ବ୍ୟୟ ଅଟକଲରେ କାମ ହୋଇଛି କିନ୍ତ ନିମ୍ନମାନର କାମ ଯୋଗୁ କାନ୍ତ ଭୁଷୁଡିପଡିଥିବା ଲୋକେ ଅଭିଯୋଗ କରିଛନ୍ତି |