September 21, 2024
Share

 

୧-ଏପ୍ରିଲ ୨୫ ତାରିଖରୁ ରାଜ୍ୟରେ ଖରା ଛୁଟି ଘୋଷଣା, ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର।

୨-ଜୁନ୍ ୨୦୨୪’ ୟୁଜିସି ନେଟ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ।

୩-ଆଗକୁ ନିର୍ବାଚନ, ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ, ମାଓବାଦୀଙ୍କ ଗତିବିଧି ଉପରେ ରହିଛି କଡ଼ା ନଜର।

୪-ଉମରକୋଟ: ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ।

୫-ଜୟପୁର ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ପୁଣି ଲଢିବେ ଗୌତମ ସାମନ୍ତରାୟ।

୬-ତାତି ସତ୍ୱେ ସରଗରମ ହେଉଛି ପ୍ରଚାର ମଇଦାନ: ଜାରି ରହିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର, କଳସ ଯାତ୍ରା କରି ପ୍ରଚାରକୁ ଜୋରଦାର କଲେ ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା।

୭-ଶ୍ରୀମନ୍ଦିରରେ ପଡ଼ିଥିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ।

୮-ଏସସି/ଏସଟି ଆବାସିକ ବିଦ୍ୟାଳୟରେ ଆଜିଠୁ ଖରାଛୁଟି, ଜୁନ ୧୯ରେ ଖୋଲିବ।

୯-୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ, ୪୩ ଡିଗ୍ରୀ ପାର୍ ହେଲା ୯ ସହରର ତାପମାତ୍ରା।

୧୦-ମାହାଙ୍ଗା, ଲଳିତଗିରି ପଞ୍ଚାୟତ:ଘରୁ ଶହେ ଟଙ୍କା ଚୋରିକୁ ନେଇ ବାପା-ପୁଅ ଝଗଡା, କଟୁରୀ ଚୋଟରେ ପୁଅ ଗୁରୁତର।

୧୧-ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲ୍ଲା ପରିଷଦ ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ‌

୧୨-ଭୁବନେଶ୍ୱର:୨୪ରେ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ନବୀନ।

୧୩-ଭୁବନେଶ୍ୱର:ଚୋରୀ ସାମଗ୍ରୀ ଫେରାଇଲା ପୋଲିସ୍ । ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଫେରାଇଲେ ପୋଲିସ କମିସନର।

୧୪-ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ବିମା କରିପାରିବେ ବରିଷ୍ଠ ନାଗରିକ,ହଟିଲା ୬୫ ବର୍ଷ ବୟସ ସୀମା ।

୧୫-ଛତିଶତଗଡ଼ କୋଡେନାର ପୋଲିସ ଷ୍ଟେସନ :ନିର୍ବାଚନରେ ନିୟୋଜିତ ଯବାନଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ ଗୁରୁତର !

୧୬-ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ, ସୂଚନା ଦେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର।

୧୭-ବ୍ରହ୍ମପୁରର ଦକ୍ଷିଣାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଡିଜିପିଙ୍କ ସମୀକ୍ଷା ବୈଠକ, ସୁରୁଖୁରୁରେ ନିର୍ବାଚନ ସାରିବା ନେଇ ଆଲୋଚନା।

୧୮-ହରିୟାଣା ଗୁରୁଗ୍ରାମ ଅର୍ଜୁନ ନଗରରେ ପାଚେରୀ ଭୁଶୁଡି ୪ ମୃତ, ଦୁଇ ଗୁରୁତର।

୧୯-ମୁଲାନପୁର:ସାଇ କିଶୋରଙ୍କୁ ୪ ଓ୍ବୈକେଟ୍,ପଞ୍ଜାବକୁ ହରାଇଲା ଗୁଜୁରାଟ।

୨୦-ଜମ୍ମୁ-କଶ୍ମୀରରେ ପାକିସ୍ତାନ ନିର୍ମିତ ପିସ୍ତଲ ଓ ଗ୍ରେନେଡ ସହ ଆତଙ୍କବାଦୀ ସହଯୋଗୀ ଗିରଫ।