ପୁରୀରେ ଶ୍ରୀମଦ ଭାଗବତ ମହାପୁରାଣ ସପ୍ତାହ ପାଳିତ ହୋଇଯାଇଛି ..

ପୁରୀ ବଡଦାଣ୍ଡ ସ୍ୱସ୍ତିକ ମଣ୍ଡପ ପରିସରରେ ରାଜସ୍ଥାନ ରୁ ଆସିଥିବା ଶତାଧିକ ସାଧୁ ଏବଂ ଭକ୍ତଙ୍କୁ ନେଇ ଶ୍ରୀମଦ ଭାଗବତ ମହାପୁରାଣ ସପ୍ତାହ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୨୦ରୁ ମାର୍ଚ୍ଚ ୨୭ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମ ରେ ରାଜସ୍ଥାନ ର ଶତାଧିକ ଭକ୍ତ କଳସ ଶୋଭାଯାତ୍ରା ରେ ଯାଇ ମହାପ୍ରଭୁଙ୍କ ସାନିଧ୍ୟ ଲାଭକରି ଏହି ଭାଗବତ ସପ୍ତାହ ପାଳନ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l