April 27, 2026

Day: January 22, 2026

ସୁଭଦ୍ରା ଯୋଜନା ଅଧୀନରେ ୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ଵ ମହିଳାଙ୍କୁ ୩୧୫ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ମିଳିଛି.

  ଭୁବନେଶ୍ୱର ( ଦେବାଶିଷ ଦାଶ ) ସୁଭଦ୍ରା ଯୋଜନା ଅଧୀନରେ ୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ଵ ମହିଳାଙ୍କୁ ୩୧୫ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ...

ଖଣିମନ୍ତ୍ରୀ ବିଭୁତି ଜେନାଙ୍କ ବାଲି ଚୋରିରେ ସମ୍ପୃକ୍ତି ଅଭିଯୋଗ ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ: ବିଜେଡି

    ଭୁବନେଶ୍ଵର ( ଦେବାଶିଷ ଦାଶ )   ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି ବାଲି ଓ ଅନ୍ୟ ଖଣିଜ ସମ୍ପଦ ଚୋରି ଖଣିମନ୍ତ୍ରୀଙ୍କ ପ୍ରତିନିଧିଙ୍କ...

ବାଲେଶ୍ୱରରେ ଶେଖ ମକନ୍ଦାର ମହମ୍ମଦଙ୍କ ନିର୍ମମ ଜନସମୂହ ହତ୍ୟା ନିନ୍ଦନୀୟ: ବିଜେଡି

  ଭୁବନେଶ୍ୱର, ( ଦେବାଶିଷ ଦାଶ )   ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳରେ ଘଟିଥିବା ନିର୍ମମ ଜନସମୂହ ହତ୍ୟାକୁ ବିଜୁ ଜନତା ଦଳ କଡା ନିନ୍ଦା...

ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ବନ୍ଦ କରିବା ଅଯୋଗ୍ୟତାର ସଙ୍କେତ: ବିଜେଡ଼ି 

    ଭୁବନେଶ୍ୱର ( ଦେବାଶିଷ ଦାଶ )   ବିଜେଡି ସରକାର ୧୫ ମଇ ୨୦୨୩ରେ ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲେ ।...

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତି୍ୟକଙ୍କୁ ଅପମାନ ଘଟଣା 

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତି୍ୟକଙ୍କୁ ଅପମାନ ଘଟଣା ସାହିତି୍ୟକ ମାନଙ୍କୁ ଅପମାନ କରିବାରୁ କ୍ଷାନ୍ତ ରୁହନ୍ତୁ ଓଡ଼ିଶା ସରକାର: ବିଜେଡି   ସାହିତି୍ୟକ ଶ୍ରୀ କେଦାର...

ବେଆଇନ ଖଣି ଖନନ; ହାଇକୋର୍ଟଙ୍କ ନୋଟିସ୍

  କଟକ ( ଦେବାଶିଷ ଦାଶ )   ବେଆଇନ ଖଣି ଖନନର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲା .୨ ସପ୍ତାହ ମଧ୍ୟରେ ଜବାବ ଦାଖଲ...

ଛାତ୍ରଛାତ୍ରୀଙ୍କ ପାଇଁ CMC ର ନୂଆ ପଦକ୍ଷେପ ….

  କଟକ ( ଦେବାଶିଷ ଦାଶ )   ଗୋଟିଏ ଦିନ କମିଶନରଙ୍କ ସହ କଟକ ମହାନଗର ନିଗମ (CMC) ଅଧୀନରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ...

ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି …

    ଭୁବନେଶ୍ୱର ( ଦେବାଶିଷ ଦାଶ )   ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରେ ୫ ଦିନିଆ ଓଡ଼ିଶା ଗସ୍ତରେ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା l ବିଜ୍ଞାନର ଲକ୍ଷ୍ୟ ପ୍ରଦୂଷଣ ମୁକ୍ତ ଭାରତ ଗଠନ ..

  ବୋଲଗଡ (ଉପାନ୍ତ ଖବର ମାନସ ରଞ୍ଜନ କର) ତା -୭/୧(ନି.ପ୍ର ) ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ଓ ବୋଲଗଡ ଗୋଷ୍ଠୀ ଶିକ୍ଷା...

ଗଜପତିରେ ଖଣି ମାଫିଆ ଓ ରାଜସ୍ୱ, ଖଣି ମାଫିଆ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା… ଚନ୍ଦ୍ରଗିରି ଅଞ୍ଚଳରେ ବେଆଇନ ମୋରମ ଖନନ ଯୋଗୁଁ ସାଧାରଣରେ ଅସନ୍ତୋଷ  

  ପାରଳାଖେମୁଣ୍ଡି:୨୨/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ତହସିଲ ଅନ୍ତର୍ଗତ ଚନ୍ଦ୍ରଗିରି ରାଜସ୍ବ ଗ୍ରାମରେ ଦୀର୍ଘଦିନ ହେବ ବେଆଇନ ମୋରମ୍ ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି...