ବେଆଇନ ଖଣି ଖନନ; ହାଇକୋର୍ଟଙ୍କ ନୋଟିସ୍
କଟକ ( ଦେବାଶିଷ ଦାଶ )
ବେଆଇନ ଖଣି ଖନନର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲା .୨ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍. ରମଣ ଖଣ୍ଡପୀଠଙ୍କ ନୋଟିସ୍
ବେଆଇନ ଖଣି ଖନନ ସ୍ଥିତିର ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ
ବେଆଇନ ଖନନ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେଇ ଜବାବ ମଧ୍ୟ ଲୋଡିଛନ୍ତି .ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ
୨୦୧୭ରେ ରାଜ୍ୟ ସରକାରକୁ ନିର୍ଦ୍ଦେଶନାମା ଜାରି କରିଥିଲେ ସୁପ୍ରିମକୋର୍ଟ .ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରୁନଥିବା ଅଭିଯୋଗ .ଲିଜ୍ଧାରୀମାନେ ନିର୍ଦ୍ଧାରିତ ସୀମା ବାହାରେ ଖନନ କରୁଥିବା ଅଭିଯୋଗ ।
ଅଧିକ ଖନନ ପରେବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦର୍ଶାଯାଇଛି
ଏହା ଦ୍ୱାରା ବିପୁଳ ରାଜସ୍ବ ହାନୀ ହେଉଥିବା ଆବେଦନକାରୀ ଦର୍ଶାଇଛନ୍ତି
ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ
ଆସନ୍ତା ଫେବ୍ରୁଆରି ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ .
