November 15, 2024

ବଲାଙ୍ଗିର ଜିଲ୍ଲା ପାଟଣାଗଡ ରେ ଭାରତ ବନ୍ଦ ର ପ୍ରଭାବ ..

Share

ସାରା ଭାରତରେ ବନ୍ଦ ର ପ୍ରଭାବ ପଡିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଏହା ପରିଲକ୍ଷିତ ହେଇଥିଲା । ବଲାଙ୍ଗିର ଜିଲ୍ଲା ସମେତ ପାଟଣାଗଡ, ସଇଁତଳା,ଟିଟିଲାଗଡ,କଣ୍ଟାବାଞ୍ଜି,ଖପ୍ରାଖୋଲ , ବେଲାପଡା, ଲା‌ଠୋର,ପ୍ରଭୁତି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । SC,ST ସଂରକ୍ଷଣ ଉପରେ ବର୍ଗ କରଣ ଏବଂ କ୍ରୀମିଲେୟର ପାର୍ଲ୍ୟାମେଣ୍ଟରେ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇ ପାରିବ ନାହିଁ । କିନ୍ତୁ ୦୧.୦୪.୨୪ ରେ ସୁପ୍ରିମ କୋର୍ଟ ଦ୍ଵାରା ଏକ ତରଫ ଭାବରେ reservation ଭିତରେ

reservotion ଏବଂ ବର୍ଗି କରଣ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଦିବାସି ଓ ଦଳିତ ସମାଜର ଏକତା କୁ ନଷ୍ଟ କରିବା ପାଇଁ ଚକ୍ରାନ୍ତ ବୋଲି କହିଛନ୍ତି । ଏହା ବିରୋଧରେ ବନ୍ଦ ପାଳନ କରାଯାଇଛି ଏହି ବନ୍ଦ ପ୍ରଭାବ ରେ ବିଭିନ୍ନ ସରକାରୀ ,ବେସରକାରୀ ଅଫିସ୍ ଦୋକାନ ବଜାର ଓ ଯାନବାହାନ ଚଳା ଚଳ ବନ୍ଦ ରହି ଥିଲା । ଏବଂ ଭିନ୍ନ ଭିନ୍ନ ଶ୍ଳୋକ ଗାନ ଦେଇ ଭାରତ ବନ୍ଦ କୁ ଆଗେଇ ବଢେଇ ଥିଲେ । ଯଥା – କୋଟା ଭିତରେ କୋଟା ଚଲିବ ନାହିଁ ,ଉପ ବର୍ଗୀକରଣ ନୀତି ଚଳିବ ନାହିଁ,ସମ୍ବିଧାନ ବିରୋଧୀ ହାଏ ହାଏ ,ସଂରକ୍ଷଣ ବିରୋଧୀ ହାଏ ହାଏ,କେନ୍ଦ୍ର ସରକାର ହାଏ ହାଏ ,ଧାରା ୩୪୧.୩୪୨ ବିରୋଧୀ ହାଏ ହାଏ,

ମାନବତାବାଦୀ ସ୍ଲୋଗାନ:-

 

ଆମର ଦାବୀ ଆମର ଦାବୀ :-

 

1. SC/ST ଆରକ୍ଷଣ ରାୟର ପୁନଃବିଚାର:-

 

ଆମର ଦାବୀ

 

2. ସାମାଜିକ ଆର୍ଥିକ ଜାତି ଜନଗଣନା

 

ଆମର ଦାବୀ

 

3. ବେଶ ସମ୍ପଭିର ଭାଗିଦାର

 

ଆମର ଦାବୀ

 

4. Uniform Education Policy.

 

ଆମର ଦାବୀ

 

5. Indian Judicial Service

 

ଆମର ଦାବୀ

 

6. OBCଙ୍କ ପାଇଁ 50% ବାଳିରି

 

ଆମର ଦାବୀ

 

7. OBCଙ୍କ କ୍ରିମିଲେୟର ଛଟାଅ

 

ଆମର ଦାବୀ

 

8. Collegiums System Reject G

 

ଆମର ଦାବୀ

 

9. ଭୋଟର ସଂଖ୍ୟାରୁ ଅଧିକ ଭୋଟ ପଡ଼ିଥିବା EVM ଛଟାଅ

 

ଆମର ବାଦୀ

 

10, ବେଲଟ ପେପର ଲାଗୁକର

 

ଆମର ଦାବୀ

 

11. ଆରକ୍ଷଣର ସମୀକ୍ଷା ଆୟୋଗ ଗଠନ କର

 

ଆମର ଦାବୀ

 

12. SC/STଙ୍କର ବେକଲଗ ଚାକିରି ଶୀଘ୍ର ପୂରଣ କର

 

ଆମର ଦାବୀ

 

13. ଶିକ୍ଷାର ବଜେଟ GDPO 10% ଖର୍ବକୁ ଫିଲ୍ମ ନିର୍ଦ୍ଧାରିତ କରିବା

 

ଆମର ଦାନୀ

 

14. ବିହାର ଜାତି ଜନଗଣନା % ଆରକ୍ଷଣ ଲାଗୁକର

 

ଆମର ଦାବୀ

 

15. University professor D SC/ST OBC ติดต

 

ଆମର ଦାବୀ

 

6. Collegiums

 

7. ପରୀକ୍ଷା ନଦେଇ ବିଚାର ପତିହେବା

 

8. ସମ୍ବିଧାନକୁ ନବୁଝି ରୟଦେବ

 

ଚଲିବ ନାହିଁ ଚଲିବ ନାହିଁ :-

 

1, ଆରକ୍ଷଣ ବିରୋଧୀ କାର୍ଯ୍ୟକଳାପ

 

ଚଲିବ ନାହିଁ

 

2. 90% ମୂଳନୀବାସୀ ଉପରେ 10% ବିଦେଶୀଙ୍କ ହୁକୁମ

 

ଚରିବ ନାହିଁ

 

3. 90% ସମ୍ପତି ଉପରେ 10% ମାନୁବାଦୀଙ୍କ କବଜା

 

ଚରିବ ନାହିଁ

 

4. UPSC ନିଯୁକ୍ତି ଆୟୋଗରେ ଗୋଟିଏ ଜାତିର କବଜା

 

ଚଳିବ ନାହିଁ

 

5. ନିଯୁକ୍ତି ନାମରେ କୋଟିକୋଟି ଯୁବକଙ୍କ ଜୀବନ ସହିତ ଖେଳିବା

 

ବଲିବ ନାହିଁ

 

1. ବିନା ପରୀକ୍ଷାରେ ବାପ ପୁଅ ବିଚାରପତି

 

2. ବିନା ପରୀକ୍ଷାରେ IAS କରାଇବା ଦେଶର ଦୁର୍ଗତି

 

3. ବଲାତ୍କାରୀ MLA/MPଙ୍କୁ ସମାନ ଦେବା ସରକାରଙ୍କୁ ଲାଜନାହିଁ

 

4. ଦେଶର ସମ୍ପତିଙ୍କୁ ବିକ୍ରି କରିଦେବା ସରକାରଙ୍କୁ ଲାଜନାହିଁ

 

5. BULLDOZER ରେ ଘର ସଂସାର ଉଜାଡିବା ସରକାରଙ୍କୁ ଲାଜନାହିଁ

 

6. ED. CBI ଆଶ୍ରୟ ନେଇ ଶାସନ କରିବା ସରକାରଙ୍କୁ ଲାଜନାହିଁ

 

7. ଦେଶର ଚାଷୀଙ୍କୁ ଗୁଳିକରି ମାରିବା ସରକାରଙ୍କୁ ଲାଜନାହିଁ

 

୫. ମଣିପୁର ରେ ଭୁଲ ରାୟ ଦେଇ ଗାନ ହତ୍ୟା କରାଇବା ବିଚାରପତି ଓ ସରକାରଙ୍କୁ ଲାଜନାହିଁ ।

 

ପାଟଣାଗଡ ରୁ ଲଳିତ ମୋହନ ବାଗ ଙ୍କ ରିପୋର୍ଟିଂ ।