October 5, 2024

ରାମଚନ୍ଦ୍ର ହେଲେ ବିଧାୟକ ଦଳ ନେତା ସୂବେଚ୍ଛା ଜଣାଇଲେ କୋଟପାଡ଼ କଂଗ୍ରେସ ନେତା ଓ କର୍ମୀ

Share

 

 

କୋରାପୁଟ ଜ଼ିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ରାମ ଚନ୍ଦ୍ର କାଡମ ଙ୍କୁ ଏଆଇସିସି ବିଧାୟକ ଦଳ ନେତା ଭାବରେ ଘୋଷଣା କରିଥିବାରୁ କୋଟପାଡ଼ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି. ମନହର ବିଶୋଇ. ପିସିସି ସଭ୍ୟ ମଣି ପ୍ରସାଦ ପଟ୍ଟନାୟକ. ପୌରାଧକ୍ଷ ଶଙ୍କର ରାଓ. ନଗର କଂଗ୍ରେସ କମିଟି ସଭାପିଟି ସିଦ୍ଧାର୍ଥ ତ୍ରିପାଠୀ. ରମା ବିଶୋଇ. ଯୁବ କଂଗ୍ରେସ ନେତା କାଳି କୃଷ୍ଣ ହୋତା. କୈଳାସ ଜେନା ପ୍ରଫୁଲ ବିଶୋର. କୁରମ ନାଥ ମାଝୀ. ପୂର୍ବତନ କାଉନ ସିଲର ନରେନ୍ଦ୍ର ମାଝୀ. ବୁଲୁ ବ୍ରହ୍ମା. ବେନାର୍ଜୀ ରାଓ ଙ୍କ ସମେତ ବହୁ ନେତା ଓ କର୍ମୀ ସୂବେଚ୍ଛା ଜଣାଇ ଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I