September 18, 2026

ସୃଷ୍ଟି ଏକାଡେମୀ ଅଫ୍‌ ମ୍ୟାନେଜ୍‌ମେଣ୍ଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪୦ ହଜାର ଟଙ୍କା ସହାୟତା

a7814380-0d68-4f6f-a5f3-7da866165089
Share

ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ଭୁବନେଶ୍ୱର ସ୍ଥିତ ସୃଷ୍ଟି ଏକାଡେମୀ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ ତରଫରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାର୍ଯ୍ୟାର୍ଥେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି l ଆଜି ଲୋକସେବା ଭବନ ଠାରେ ଏକାଡେମୀର ଉପାଧ୍ୟକ୍ଷ ଡଃ ଉମାକାନ୍ତ ଦାଶ, ନିର୍ଦ୍ଦେଶକ ଡଃ ଗଙ୍ଗାଧର ମିଶ୍ର ଏବଂ ବିଭାଗୀୟ ମୁଖ୍ୟ ଶ୍ରୀମତୀ ପ୍ରଜ୍ଞା ପରିମିତା ଷଡଙ୍ଗୀ ପ୍ରମୁଖ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏହି ସହାୟତା ରାଶି ଡ୍ରାଫ୍ଟ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି

You may have missed