September 18, 2026

ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

IMG-20240621-WA0052
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଭୈରବ ପଡିଆ ପରିସର ରେ ଥିବା ଇଣ୍ଡୋର ଷ୍ଟାଡିୟମ ରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି. ଏହି ଅବସର ରେ ଵିଜ୍ଞାପତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀପ୍ରମୋଦ କୁମାର ପାଢ଼ୀ. ବିଡ଼ିଓ ବିକ୍ରମ ଦେବ ଦୋରା,ଜିପିଓ ସୁଧାଂଶୁ ରଥ. ଜିପିଡିଓ କେଦାର ନାଥ ଅଟକ,ଯୋଗ ଗୁରୁ ବିଜୟ କୁମାର ଖାଡେଙ୍ଗା. ଶ୍ରୀରଙ୍ଗ ନାୟକ. ବିଜୟ ନନ୍ଦ. କ୍ଷୀରୋଦ ବେହେରା. ଗୋପୀ ନାଥ ବିଶୋଇ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଏହି ବ୍ଲକ ଓ ଏନଏସି ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ରେ ସାମିଲ ଥିବା ଜଣା ଯାଇଛି I ସ୍ୱୟଂ ଏବଂ ସମାଜ ପାଇଁ ଯୋଗ କଲେ ଭଲ ବୋଲି ସ୍ଥାନୀୟ ବିଧାୟକ ଶ୍ରୀ ରୁପୁ ଭତରା ପ୍ରକାଶ କରିଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed