September 29, 2024

ଗୋପର ବିଭିନ୍ନ ପଞ୍ଚାୟତ ରେ ପ୍ରଭାତୀ ଏବଂ ବିଭୁଙ୍କ ବାଇକ ଶୋଭାଯାତ୍ରା ….

Share

ଆଜି ସକାଳ ନଅଟାରେ ନିମାପଡା ଗୋପ ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡା ଏବଂ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଆଜି ଗୋପ ବ୍ଲକର କୁଆଁପଡା ଗ୍ରାମପଞ୍ଚାୟତ, ବଣିଆ ସାହି ଗ୍ରାମପଞ୍ଚାୟତ ଓ ବନ୍ତୁଳି ଗ୍ରାମପଞ୍ଚାୟତ ରେ ଦୁଇଶହ ରୁ ଉର୍ଦ୍ଧ ବାଇକରେ ଚାରିସହ ରୁ ଉର୍ଦ୍ଧ ସମର୍ଥକ ସହିତ ବାଇକ ଶୋଭାଯାତ୍ରା ରେ ବୁଲି ପ୍ରଚାର କରିଥିଲେ l ପ୍ରତି ଗାଁରେ ପ୍ରଭାତୀ ପରିଡ଼ାଙ୍କୁ ବିପୁଳ ସମର୍ଥନ ମିଳୁଥିବାର ଦେଖିବାକୁ ମିଳିଥିଲା l ପ୍ରଭାତୀ ଏକ ଲକ୍ଷରୁ ଉର୍ଦ୍ଧ ଭୋଟ ପାଇବେ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)