November 16, 2024

ଗଜପତି ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ସଫଳତା ହାର ୯୬.୮୮ ପ୍ରତିଶତ

Share

ପାରଳାଖେମୁଣ୍ଡି:୨୧/୫(ଗରୁଡ଼) ୨୦୨୨-୨୩ ବର୍ଷରେ ହୋଇ ଥିବା ମାଟ୍ରିକ ପରୀକ୍ଷାରେ ଗଜପତି ଜିଲ୍ଲାରେ ୯୬.୮୮ ପ୍ରତିଶତ ଛାତ୍ରଛାତ୍ରୀ କୃତ କାର୍ଯ୍ୟ ହୋଇ ଛନ୍ତି। ଚଳିତ ଥର ଗଜପତି ଜିଲ୍ଲା ସଫଳତା ।ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୨୦୨୨- ୨୩ଶିକ୍ଷା ବର୍ଷରେ ଜିଲ୍ଲାରେ ମୋଟ୧୫୭ଟିବିଦ୍ୟାଳୟ ରେ ୭୧୮୦ଜଣଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ନିମନ୍ତେ ଫର୍ମ ଭରିଥିଲେ।ସେମାନଙ୍କ ମଧ୍ୟରୁ ୬୯୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୬୯୫୬ ଜଣ କୃତକାର୍ଯ୍ୟ ହୋଇ ଛନ୍ତି।ସେଥି ମଧ୍ୟରୁ ଏ୧ ଗ୍ରେଡ ରେ ୨,ଏ ୨ ଗ୍ରେଡ ରେ ୩୧୧, ବି୧ ଗ୍ରେଡରେ ୨୦୯୪, ବି୨ ଗ୍ରେଡ ରେ ୨୭୮୮ ସି ଗ୍ରେଡ ରେ ୧୩୪୪, ଡି ଗ୍ରେଡ ରେ ୩୨୯ ଓ ଇ ଗ୍ରେଡ ରେ ୮୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ଥିବା ବେଳେ ୨୨ ଜଣଅକୃତକାର୍ଯ୍ୟହୋଇଛନ୍ତି।