September 18, 2026

ପିଇବା ପାଣିର ଉତ୍କଟ ଅଭାବ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ରାଧାକାନ୍ତପୁର ଗ୍ରାମପଞ୍ଚାୟତର ଚକାପଦା ରାମଚଣ୍ଡିଉଚ୍ଚପ୍ରାଥମିକ

IMG-20250421-WA0040
Share

ପିଇବା ପାଣିର ଉତ୍କଟ ଅଭାବ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ରାଧାକାନ୍ତପୁର ଗ୍ରାମପଞ୍ଚାୟତର ଚକାପଦା ରାମଚଣ୍ଡିଉଚ୍ଚପ୍ରାଥମିକ ବିଦ୍ୟାଳୟର ପାଣିର ଅଭାବ ଦେଖାଦେଇଛି, ଗୋଟିଏ ନଳକୂପ ଅଛି ସେଥିରୁ ଲୁହା ଗୁଣ୍ଡ କିଛିମାତ୍ରାରେ ଆସୁଥିବାରୁ ତାହା ପିଇବା ଯୋଗ୍ୟ ନୁହେଁ ପିଲାମାନେ ରୋଷେଇ ପାଇଁ ବାହାର ଯାଗାରୁ ପାଣି ଆଣୁଛନ୍ତି ପିଲାମାନେ ପାଣି ପିଇବା ପାଇଁ ବି ବାହାରକୁ ଯିବାକୁ ପଡ଼ୁଛି ପିଲାମାନଙ୍କର ସ୍ଵର ଆମକୁ ସରକାର ପିଇବା ପାଣିର ସୁ ବନ୍ଦବସ୍ତ ନ କଲେ ଆମେ ରାଜରାସ୍ତାରେ ବସିବୁ ସରକାର ଏହାର ସମାଧାନ ନ କଲା ପର୍ଯ୍ୟନ୍ତ ରିପୋଟର ମାନସ ରଞ୍ଜନ କର