ଗଜପତି:-ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ରେ “ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଜିଓ. ଏ. ଆଇ. ଏବଂ ସ୍ମାର୍ଟ ମ୍ୟାପିଂ” ଉପରେ ଅନ୍ତର୍ଜାତୀୟ ଜିଆଇଏସ୍ ଦିବସ ୨୦୨୫ ପାଳନ
ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ (ସିୟୁଟିଏମ) , ପାରଳାଖେମୁଣ୍ଡି ଠାରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଏବଂ ସେଣ୍ଟର ଫର୍ ଡାଟା ସାଇନ୍ସ ଆଣ୍ଡ୍...
